Hot Posts

6/recent/ticker-posts

ସୁଶାନ୍ତ କୁମାର ଦାଶ ସ୍ମୃତି ରେ ଶୋକ ସଭା

ବରୀ, ୨୧/୦୧ ( ରଂଜିତ ମହାନ୍ତି ) : ଆଜିକୁ ୫ ଦିନ ହେଲା ଆମ ବ୍ୟବସାୟୀ ଭାଇ ଆମକୁ ଛାଡି ପରଲୋକ ଗମନ କରିଛନ୍ତି। ତାଙ୍କର ଅମ୍ଳାନ ଆତ୍ମା ର ସଦଗତି ପାଇଁ ଆମ ବରୀ ମାଉଣ୍ଟ ର ବ୍ୟବସାୟୀ ଭାଇ ମାନେ ବରୀ ବଜାର ରେ ସ୍ବର୍ଗତ ସୁଶାନ୍ତ କୁମାର ଦାଶ (ସୁଶିଆ ନନା)ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ ସଭା ଆୟୋଜନ କରିଥିଲେ।।
ଜୟ ଶ୍ରୀ ଜଗନ୍ନାଥ