Hot Posts

6/recent/ticker-posts

ହନୁମାନଜୀଉ ଙ୍କ ୪ର୍ଥ ବାର୍ଷିକ ଉତ୍ସବ

ବରୀ, ୨୪/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାଉୟତର ବୋଦୁଅ ଗ୍ରାମର ଖଣ୍ଡାୟତରାୟ ସାହି ଠାରେ ହନୁମାନଜୀଉ ଙ୍କ ବାର୍ଷିକ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେlଇଯାଇଛି l ଏହି ଅବସର ରେ କଳସଯାତ୍ରା, ଗୁରୁପୂଜା, ଗୋପୂଜା, ସୂର୍ଯ୍ୟପୂଜା, ଶ୍ରୀଶ୍ରୀ ହନୁମାନଙ୍କ ଷୋଡ଼ଶ ଉପଚାର ପୂଜା, ହୋମ, ପୂର୍ଣ୍ଣlହୂତି, ପୂର୍ଣ୍ଣାଆଳତି ଅନୁଷ୍ଠିତ ହେlଇଥିଲା l ପୂଜକ ଭାବେ ରଞ୍ଜିତ ମିଶ୍ର, ଦିଲ୍ଲୀପ ଦାସ, ସୁଶାନ୍ତ କୁମାର କର, କର୍ତ୍ତlଭାବେ ମହେନ୍ଦ୍ର ଧଳ, ସୁନିତା ଧଳ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଗ୍ରାମବାସି ସହଯୋଗ କରିଥିଲେ l