“ନୂଆ ଡିଜାଇନ୍, ନୂଆ ଟେକ୍ନୋଲୋଜି: ଭବାନୀପାଟଣାରେ କିଆ ‘ଦ ନିଉ ସେଲ୍ଟୋସ 2026’ ଉନ୍ମୋଚିତ”
ଭବାନୀପାଟଣା, ୨୪/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ମେଜେଷ୍ଟି କିଆ ସୋରୁମ ଠାରେ କିଆ କମ୍ପାନୀ ର ନୂଆ କାର ଦ ନିଉ ସେଲ୍ଟୋସ 2026 ର ଲାଂଛ ହୋଇ ଯାଇଛି l ଏହି ଅବସରରେ ରେ ମୁଖ୍ୟ ଅତିଥି ଭାବରେ Hdb ଫାଇନାନ୍ସ Asm ପ୍ରଦେଶ ନାଏକ, ଚୋଳା asm ବିକାଶ ପୁରୋହିତ, ମେନେଜୀଙ୍ଘ ଡାଇରେକଟର ସରୋଜ କୁମାର ସାହୁ, ସେଲସ ମେନେଜର ସୁମିତ ପଟ୍ଟନାୟକ ଓ ଏହି ଗାଡି ର ପ୍ରଥମ କ୍ରେତା ଅକ୍ଷୟ ସାହୁ ସମେତ ମେଜେଷ୍ଟି କିଆ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ