ଅମଠ ପୁର ପଂଚାୟତ ରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ
ବରୀ, ୧୯/୦୧ ( ରଂଜିତ ମହାନ୍ତି ) : ଅମଠ ପୁର ପଂଚାୟତ ର ଏକ କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଆମ ଯାଜପୁର ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ବେହେରା ମହୋଦୟ, ସନମାନୀୟ ଅତିଥି ଭାବେ ମାନ୍ୟବର କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାଏକ ମହୋଦୟ ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀଯୁକ୍ତ ମନୋଜ ମହାପାତ୍ର ମହୋଦୟ ଏବଂ ଆମ ବରୀ ବିଜେପି ନେତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା ମହୋଦୟ ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କାର ପ୍ରଦାନ କରିଲେ.