Hot Posts

6/recent/ticker-posts

ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମାଙ୍କ ଦାନହୁଣ୍ଡି।

ରାୟଗଡ଼ା, ୧୯/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ବ୍ୟବଧାନ ପରେ ଆଜି ଖୋଲା ଯାଉଛି, ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ସହ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ପର୍ଯାୟ କ୍ରମେ ୯ଟି ଦାନ ହୁଣ୍ଡି ଆଜି ସକାଳ ୧୦ ଘଂଟିକା ସମୟରୁ ଖୋଲାଯାଇ ଗଣତିକରାଯିବ, ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ଜିଲ୍ଲାର ବିଭିନ୍ନ ସେସ୍ଛାସେବୀ ସଙ୍ଗଠନ ର ମହିଳା ଏବଂ ପୁରୁଷନ୨୫୦ ସେଚ୍ଛାସେବି ସଦସ୍ୟ, ଏହି ଗଣତିରେ ନୀୟୋଜିତ କରାଯାଇଛି, ଆଜି ସକାଳୁ କଡା ସୁରକ୍ଷା ମଧରେ ଗଣତି କାର୍ଯ୍ୟ ଜାରି ରହିଛି, ଗତ୭-୭-୨୫ରେ ୯ଟି ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳି ଥିବା ନେଇ ସୂଚନା ଦେଇଛି ଦେବତ୍ୱର ବିଭାଗ।