Hot Posts

6/recent/ticker-posts

ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରାଠାରେ ୨୬ତମ ବାର୍ଷିକ ର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୨୦/୦୧ ( ପରକ୍ଷିତ ମାଝୀ ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନୁ ଅନ୍ତର୍ଗତ ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରାଠାରେ ୨୬ତମ ବାର୍ଷିକ ର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରା ଅଧ୍ଯକ୍ଷ ମନୋଜ ଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଜେପିସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭୁବନ ମୋହନ ଠାକୁର ମୁଖ୍ୟ ଅତିଥ୍‌, ପୂର୍ବତନ ସମ୍ପାଦକ ପୁରୋଷତମ ଠାକୁର ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥ୍‌ ଭାବରେ ବିଜମରା ହାଇସ୍କୁଲର ପୁରାତନ ଶିକ୍ଷକ କୃ କୃପାସିନ୍ଧୁ ପଣ୍ଡା, ବିଜମରା ରା ସରପଞ୍ଚ ବାଳ କୃଷ୍ଣ ମାଝୀ, ଶିବ ପ୍ରସାଦ ବାରାଣାସୀ ପ୍ରମୁଖ ପ୍ରମୁଖ ମଞ୍ଚାସିନ ରହିଥ‌ିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ ମୁଖ୍ୟ ଅତିଥ୍, ପିଏମଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥ୍‌ ଭାବରେ ସମିତି ସଭ୍ୟ ସୋ ସାଭାଗିନି ବେହେରା ପ୍ରମୁଖ ମଞ୍ଚାସିନ ସିନ ଥିଲେ । ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ନିଆଁଲ ଓ ସୁଜାତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଯୁଗଳ ମୋହନ ହନ ଠାକୁର, ଦୂର, ଅନିଲ କୁମାର ପଣ୍ଡା, ଣ୍ଡା, ଅଭିରାମ ପୁଞ୍ଜି, ମନୋରଞ୍ଜନ ପଣ୍ଡା, ତ୍ରିଲୋଚନ ଶବର, ମାନଗୋବିନ୍ଦ ଦଣ୍ଡସେନା ସେ ସମେତ କଲେଜର ଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।