Hot Posts

6/recent/ticker-posts

ମରାମତି ହେଉନି ସେତୁ ହିନସ୍ତା ଭୋଗୁଛନ୍ତି ଯାତ୍ରୀ

ବରୀ, ୨୩/୦୧ ( ରଂଜିତ ମହାନ୍ତି ) : ବରୀ ବରୁଆ ରାସ୍ତା ବାଲିଆପାଳ ପଥର ପୋଲ ନିକଟରୁ ଏରଡା ଗ୍ରାମ କୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ତନ୍ତୀଘାଇ ସେତୁ ଉପରେ ନିର୍ମାଣ ହେlଇଥିବା ସେତୁ ର ଅବସ୍ଥା ଶୋଚନୀୟ ହେlଇପଡିଛି l ସେତୁ ର ଉପର ଅଂଶର ଭାଙ୍ଗି ଯିବା ସହିତ ବlଡ଼ ଫାଟି ଆଁ କରିଛି l କିଛି ଦିନ ହେବ ଚିଙ୍ଗୁଡିଆ ନାଳରେ ନିର୍ମାଣ ହେlଇଥିବା ସେତୁ କୁ ବହୁ ବଡବଡ ଗାଡି ଏହି ସେତୁ ଦେଇଯାତାୟତ କରିଥାଏ l ସେତୁ ର ଉପର ଅଂଶ ଖରାପ ହେବାରୁ ଉପର ଅଂଶ ସେତୁ କାର୍ଯ୍ୟକରୁଥିବା ଠିକାଦାର ଲୋକମାନେ ଉପର ଅଂଶ ଉଠାଇଦେଇ ମରାମତି କରିବାର ଥିବା ବେଳେ l ହେଲେ ସେତୁ ମରାମତି ନ ହେବା ଫଳରେ ଲୋକମାନେ ନାହଁ ନଥିବା ଅସୁବିଧା ସମ୍ମୁଖୀନ ହେଇଛନ୍ତି l ମଟର ସାଇକେଲ ଆଣିବା କଷ୍ଠ ଚାରିଚକିଆ ଯାନ ଗାଁ କୁ ଯିବା କାଠିକର ପାଠ ହେଉଛି l ବହୁ ସମୟରେ ରଡ଼ବାଜି ଗାଡି ଲିକ ହେଇଯାଇଛୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏତିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଇଛି l