ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୪ତମ ଜନ୍ମଜୟନ୍ତୀ: କଲେଜ ଛକରେ ବିଜୁ ଜନତା ଦଳର ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳୀ
କଳାହାଣ୍ଡି, ୨୩/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ନେତା ଜି ସୁଭାଷ ଚନ୍ଦ୍ର ବୋଷ ଙ୍କ 124 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ କଲେଜ ଛକ ସ୍ଥିତ ନେତା ଜି ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ରାଜ୍ୟ ଉପସଭାପତି ମନୀନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ଧର୍ମେନ୍ଦ୍ର ନାଏକ, ନଗର ସଭାପତି ଧବଳେଶ୍ୱର ମହାପାତ୍ର, ପରମାନନ୍ଦ ମାଝୀ, ଯୁବ ନେତା ଶିବା ସାହୁ, କାଉନସିଲର କ୍ଷୀର ସିନ୍ଧୁ ନାଏକ, ଉତ୍ପଳ ଦାଶ, ମହେନ୍ଦ୍ର ରାଉତ, ବରିଷ୍ଠ ସଂଗଠକ ସୁରଥ ରାଉତ,ପ୍ରଦୀପ ପ୍ରଧାନ, ଯଶୋବନ୍ତ ନାଏକ, ଛାତ୍ର ନେତା ମାନସ ସିନ୍ଦୁର, ଅଂଶୁମାନ ନାଗ, ଆଶିଷ ସାହୁ, ସାତ୍ଵିକ ପ୍ରମୁଖ ଯୋଗ ଦେଇଥିଲେ l