Hot Posts

6/recent/ticker-posts

କଳିଙ୍ଗ ବୌଷ ସଙ୍ଘ ଆନୁକୁଲ୍ୟରେ , ଗୋ, ପୂଜନ

ରାୟଗଡ଼ା, ୧୭/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି କଳିଙ୍ଗ ବୌଷ ସଙ୍ଘ ଆନୁକୁଲ୍ୟରେ , ଗୋ, ପୂଜନ କରାଯାଇଥିଲା । ରାୟଗଡ଼ା ବାଲାଜୀ ମନ୍ଦିର ରେ ପୂଜା ଅର୍ଚନା ସହ ଗଣପତି ପେଣ୍ଡାଲଠାରୁ. lT ଦ୍ଵାରା ପ୍ରସ୍ତୁତ ହୋଇଥିଲା .ଏଥିରେ ଗଣପତି ପାନ୍ତୁଲୁ ଗୋ ମହାତ୍ମା ବାବୁସାନ,ବାବୁ,ଏବଂ ଶିଶୁ ରାମଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ।୨୦, ରୁ ୩୦, ଗୋ, ମାତାଙ୍କୁ ପୂଜାଟ୍ଟନା କରି ତାଙ୍କ ସେବା କରାଯାଇଥିଲା। ବୁଦ୍ଧିଜିବି ମାନେ ଏହି ସେବାକୁ ପ୍ରଶସାଂ କରିଛନ୍ତି .. ରାୟଗଡ଼ା ବାସିଙ୍କ ମଧ୍ଯରେ ଉର୍ଚ୍ଚାହ ଦେଖିବାକୁ ମିଳିଥିଲା। ଏଥିରେ କଳିଙ୍ଗ କୌଷ ସମାଜର ସଦ୍ଭାପତି ଶ୍ରୀ N K ଅମର ନାଥ, ଉପୋ ସଦ୍ଭାପତି ଶ୍ରୀ ଈଶ୍ୱର ଗୋପାଳ ସେଟି ସଂପାଦକ ଶ୍ରୀ T ଜୟରାମ କଷାଧ୍ୟକ୍ଷ ଶ୍ରୀ V -ମୂରଲି ଏବଂ ସହ ସଂପାଦକ ଶ୍ରୀ Ch ବିଜୟ ହାରି ଯୋଗ ଦେଇ ସଫଳତା ସହ କାର୍ଯ୍ୟ ତୁଲାଇ ଥିଲେ ।