Hot Posts

6/recent/ticker-posts

ନ୍ୟାୟ ପାଇଁ ଆଣ୍ଠୁ ମାଡ଼ି ହାତ ଯୋଡ଼ିଲେ ଗରିବ ଦଳିତ ଟଲି ଚାଳକଙ୍କ ପତ୍ନୀ

ବରୀ, ୧୭/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ଜଣେ ଗରିବ ଦଳିତ ଟଲି ଚାଳକର ପତ୍ନୀ, ସ୍ବାମୀ ମୃତ୍ୟୁର ନ୍ୟାୟ ପାଇଁ ପୋଲିସ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ବରୀ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ହାତ ଯୋଡ଼ି ନେହୁରା ହୋଇ କହୁଛି ଦୟାକରି ଆପଣ ମାନେ ମୋତେ ନ୍ୟାୟ ଦିଅନ୍ତୁ