ରାୟଗଡ଼ା ଜିଲ୍ଲା ରେ କଂଗ୍ରେସ ଦଳ ପକ୍ଷ ରୁ ଜିଲ୍ଲା ପ୍ରଭାରୀ ଯେ ଟି କୁସୁମ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ
ରାୟଗଡ଼ା, ୨୧/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ା ଜିଲ୍ଲା ରେ ସ୍ଥାନୀୟ ତେଜସ୍ଵୀ ହୋଟେଲ୍ ଠାରେ ଜିଲ୍ଲା ପ୍ରଭାରୀ ଯେ ଟି କୁସୁମ ଓ ଜିଲ୍ଲା ର କଂଗେସ କର୍ମୀ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା। କିପରି କଂଗେସ ଦଳ ଜିଲ୍ଲା ରେ ସୁଦୃଢ ରହିବ ଦଳ ଆଗକୁ ଯିବ ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ସେ ବିଷୟ ରେ ଆଲୋଚନା କରା ଜାଇ ଥିଲେ। ଏହି ସମ୍ମିଳନୀ ରେ ରାୟଗଡ଼ା ବିଧାୟକ ଆପଲ ସ୍ବାମୀ କଦ୍ରକା,ଜିଲ୍ଲା ଦୁର୍ଗା ପ୍ରସାଦ ପଣ୍ଡା, ଅଶୋକ ପୁଆଲା, ଓ ଅନ୍ୟାନ୍ୟ କଂଗେସ କର୍ମୀ ଏହି ସାମ୍ବାଦିକ ସମ୍ମିଳନରେ ଉପସ୍ଥିତ ଥିଲେ ।