Hot Posts

6/recent/ticker-posts

କୁହୁଡି ର ପ୍ରକୋପ ଦେଖାଯାଉନି ରାସ୍ତା ଘାଟ

ବରୀ, ୦୩/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳ ରେ ଦୁଇ ଦିନ ହେବ ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖା ଯାଉନି l କହୁଡି ଜଣେ ଲୋକଗଲେ ଅନ୍ୟ ଲୋକ ଦେଖିବା କଷ୍ଟ ହେଉଛି କୁହୁଡି ସହିତ କାକାର ଜେମିତି ଓଦା କରି ପକାଉଛି l ରାସ୍ତା ଗାଡି ଚାଲକ କୁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେବା ପଡୁଛି ଲାଇଟ ଦେଇ ଗାଡି ଧୀରେ ଧୀରେ ଚାଲକ ନେଇଛନ୍ତି lକହୁଡି ସହିତ ଥଣ୍ଡା ଲୋକମାନେ ବିଳମ୍ବର ରେ ପଦାକୁ ବାହାରୁଛନ୍ତି l