Hot Posts

6/recent/ticker-posts

ରାସ୍ତା ଦୁଇଫାଳ ମରାମତି କେବେ

ବରୀ, ୨୫/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ବୋଦୁଅ ଗ୍ରାମର ୧୪ ନମ୍ବର ରାସ୍ତା ଦୁଇଫାଳ ଗ୍ରାମ୍ୟପାନୀୟ ଜଳପାଇଁ ଏହି ରାସ୍ତା ରେ ପାଇପ ବିଛା ଯାଇଥିବା ବେଳେ ରାସ୍ତା ମଝିକୁ ଦୁଇଫାଳ କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ମରାମତି ହେଉନି l ଗ୍ରାମର ହନୁମାନମନ୍ଦିର ନିକଟରୁ ଶିବମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାଇପ ପାଇଁ ରାସ୍ତା ଖୋଲିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ମରାମତି ହେଉନି l ଲୋକମାନେ ଯାତାୟତ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଟିକେ ଅସାବଧlନତା ହେଲେ ଝୁଣ୍ଟି ପଡିବlର ସମ୍ବାବନା ରହୁଛି l ତୁରନ୍ତ ମରାମତି ପାଇଁ ଦାବି ହେଉଛି