ସାଂସଦୀୟ ଖେଳ ମହୋତ୍ସବ ଉଦଯାପିତ
ଝରିଗାଁ, ୨୫/୧୨ ( ନକୁଳ ଭତ୍ରା ) : 13 ତାରିଖ ରେ ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନିଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ସାଂସଦୀୟ ମହୋଉତ୍ସବ ଉଯାପିତ ହୋଇଯାଇଛି |ଏହି ଉଦଯାପିତ ରେ ନବରଙ୍ଗପୁର ସଂସଦ ଭଲବଦ୍ର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତ୍ରା,ବିଜେପି ରାଜ୍ୟ ସଭାପତି ରମେଶ ସାହୁ,ନବରଙ୍ଗପୁର କ୍ରୀଡା ସାଙ୍ଗସମ୍ପାଦକ ଅର୍ଜୁନ ତ୍ରିପାଠୀ,ବିଜେପି ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ,ଉମରକୋଟ ପ୍ରତିନିଧି ରାମ ନାୟକ,ବିଡ଼ିଓ ମଧୁସୂଦନ ମାଝୀ,ସାଂସଦୀୟ କର୍ଡିନେଟର ରାମେଶ୍ଵର ଜେନା,ତେନ୍ତୁଳୀଖୁଣ୍ଟି ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର,ପାପଡାହାଣ୍ଡି ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ,ବିଜେପି ଜିଲ୍ଲା ଯୁବମୁର୍ଚ୍ଛା ସଭାପତି ସୁବ୍ରତ ଜିତ ପାଣିଗ୍ରାହୀ,ସାଂସଦୀୟ କ୍ଷେତ୍ରର ସହ ସଂଯୋଜକ ତଥା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ରାଜ୍ୟ ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ କାନୁ ଦାସ,ସାଂସଦୀୟ ବିକାଶ ପରିଯୋଜନା ସଂଯୋଜକ ପୁରୁଷୋମ ଗଣ୍ଡ,ଜିଲ୍ଲା ସମ୍ପାଦକ ବୁଲୁ ଷଡ଼ଙ୍ଗୀ,ଓ ବରିଷ୍ଟ ଦଳୀୟ କର୍ମ କର୍ତ୍ତା ମାଧ୍ୟ୍ୟରେ ଚିତ୍ରସେନ ତିୱାରୀ,ପ୍ରପୁଲ୍ଲ ପ୍ରଧାନୀ,ସନ୍ତୋଷ ରାଓ,ଗଣପତି ସାହୁ, ଗିରିପାଣ୍ଡେ,ସୁଦାମ ତିୱାରୀ,ପ୍ରମୁଖ ଉପସ୍ଥିତ ଥିଲେ |ଏହି ଉଦଯାପନୀ ଦିବସରେ ଝରିଗାଁ ଓ ପାପଡାହାଣ୍ଡି ଦଳ ମଧ୍ୟ୍ୟରେ କ୍ରିକେଟ ଖେଳର ଫାଇନାଲ ମେଚ ହୋଇଥିଲା |ପାପଡାହାଣ୍ଡି ଦଳ ପ୍ରଥମ ଟସ ଜିତି ପିଲଡିଂ କରିବାର ନିଷ୍ପତି ନେଇଥିଲେ ଓ ଝରିଗାଁ ଦଳ ବେଟିଂ କରି 15ଓୱାର ରେ 153 ରନ ସଂଗ୍ରହ କରିଥିଲେ |