Hot Posts

6/recent/ticker-posts

ପୋଡ଼ଗଡ଼ ଆଦର୍ଶ ବନ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯଗିତା ଅନୁଷ୍ଠିତ

ଉମରକୋଟ, ୨୫/୧୨ ( ନକୁଳ ଭତ୍ରା ) : ପୋଡ଼ଗଡ଼ ଆଦର୍ଶ ବନ ବିଦ୍ୟାଳୟ ଠାରେ ତାର ପ୍ରଥମ ତର ପାଇଁ ବାର୍ଷିକ କ୍ରୀଡା ଉତ୍ସହବ ପାଳନ ଆରମ୍ଭ କରିଛି |ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ନିର୍ବାଚନ ମଣ୍ଡଳୀ ର ପୋଡ଼ଗଡ଼ ଆଦର୍ଶ ବନ ବିଦ୍ୟାଳୟ ଠାରେ ଆଜି ତାର ପ୍ରଥମ ତର ପାଇଁ ବାର୍ଷିକ କ୍ରୀଡା ଓ ପ୍ରତିଯୋଗିତା ଉତ୍ସହବ ପାଳନ ଆରମ୍ଭ କରିଛି | ମୂଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଉର୍ଦ୍ଧବ ନାୟକ ଯୋଗ ଦେଇ ପତାକା ଉତ୍ତଳୋନ କରି ଖେଳ ଆରମ୍ଭ କରା ଯାଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୋଡ଼ଗଡ଼ ଚାରିଟେବୁଲଟ୍ରୋଷ୍ଟର ସମ୍ପାଦକ ପୁରୁତ୍ତମ ଭତ୍ରା,ଯୋଗଦେଇ ଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ବେହେରା ପରିଚାଳନା କରୁଥିବା ବେଳେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁ ମା' ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ମିସ୍‌ ଜୟନ୍ତୀ ବେହେରା,ସମ୍ପାଦକ ସୁବଶ୍ରୀ ବେହେରା,ନିହାରିକା ମହାନ୍ତି,ସବିତା ସାନ୍ତା, କରୁନା ପୂଜାରୀ,ପାର୍ବତୀ ହରିଜନ, ଜଗଦିଶ ଭତ୍ରା,ପିଅନ ମଦନ ପୂଜାରୀ,ଆଟେଣ୍ଟାନ୍ସ ଅବିନାଶ ସେଟ ପରିଚାଳନା କରିଥିଲେ |ଉକ୍ତ ବିଦ୍ୟାଳୟ ଟି ଏକ ବର୍ଷ ହୋଇଥିବା ରୁ ଏବର୍ଷ ପ୍ରଥମ ଥର ବାର୍ଷିକ କ୍ରୀଡା ଉତ୍ସାବ ନେହି ଛାତ୍ର ଛାତ୍ରୀ ମାନେ ଙ୍କ ମନରେ ଅନନ୍ଦ କହିଲେ ନସରେ ମନ ଆନନ୍ଦରେ ଖେଳ ଶାନ୍ତି ଶୁଙ୍ଖ ଲାରେ କରାଯାଇ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମନୋନିତ କରାଯାଇ ବାର୍ଷିକଉତ୍ସାବ ରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ