ନୂତନ ବର୍ଷ ଉପଲକ୍ଷେ ବିଜୁ ସ୍ୱାଭିମାନ ମଞ୍ଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ରାୟଗଡ଼ା, ୩୧/୧୨ ( କେ. କୃଷ୍ଣ ମୂର୍ତ୍ତି ପଟ୍ଟନାୟକ ) : ଆଜି ରାୟଗଡ଼ା ଜିଲ୍ଲା ରେ ସ୍ଥାନୀୟ ତେଜସ୍ଵୀ ପଡିଆ ଠାରେ ଜିଲ୍ଲା ର ପୂର୍ବତନ ବିଜୁ ଜନତା ଦଳ ର ରାଜ୍ୟ ସଭା ସାଂସଦ ଭାସ୍କର ରାଓ ବିଜୁ ସ୍ୱାଭିମାନ ମଞ୍ଚ ପ୍ରତିଷ୍ଠାତା ଜରିଆ ରେ ଏକ ନୂତନ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ କରା ଯାଇଛି । ଏହି କାର୍ଯ୍ୟ କ୍ରମ ରେ ଗୁଣୁପୁର ବ୍ଲକ ଅଧକ୍ଷ ଶିବ ପ୍ରସାଦ ଗୌଡ଼,ରାୟଗଡ଼ା ବ୍ଲକ୍ ଅଧକ୍ଷ ହର ପ୍ରସାଦ ହେପ୍ରିକା, କନକ ଲତା ମାଝି କାଶିପୁର ବ୍ଲକ ଅଧକ୍ଷ, ଟୁନି ହୁଇକା ରାୟଗଡ଼ା ବ୍ଲକ୍ ଅଧକ୍ଷ, ଓ ରାୟଗଡ ର ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତି ଲାଲ ବିହାରୀ ହିମରିକା,ବିନାୟକ କର, ଅଭିନାଧ ବିଶ୍ୱାଇ, ଅମିୟ ସ୍ୱାଇଁ, ଓ ବିଭିନ ବ୍ଲକ ର ବିଜୁ ସ୍ୱାଭିମାନ ମଞ୍ଚ ର କର୍ମୀ ଉପସ୍ଥିତ ଥିଲେ।
ରାୟଗଡ଼ା ରୁ
K krishna Murti patanaik ଓ ଭି ଗୌରୀ ଶଙ୍କର ଙ୍କ ରପୋର୍ଟ
NABADUTA NEWS