ବିଧାନଚନ୍ଦ୍ର ଏକାଡେମୀ ୧୯୯୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ବରୀ, ୩୧/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବାଲିଆପାଳସ୍ଥିତ ବିଧାନଚନ୍ଦ୍ର ଏକାଡେମୀ ୧୯୯୪ ବ୍ୟାଚ ର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେlଇଯାଇଛି l ଏହି ଅବସର ରେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରାଯାଇଥିଲା l ବିଦ୍ୟାଳୟ ରୁ ଅବସରନେଇଥିବା ଆଦର୍ଶଶିକ୍ଷକ ଅଶୋକ କୁମାର ବାରିକ, ଶଙ୍କର୍ଷଣ କର,ରତ୍ନlକର ପଣ୍ଡା, ସୀତକାନ୍ତ ପଣ୍ଡା, ସେକ ଅବ ଦୁଲ ଖଲିକ, ମହେନ୍ଦ୍ର ବିଶ୍ୱାଳ ଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା l ଛାତ୍ର ଓ ଛାତ୍ରୀ ମାନେ ବିଗତବର୍ଷ ରେ ବିଦ୍ୟାଳୟ ର ସ୍ମୃତି କୁ ମନେପକାଇ ନିଜ ନିଜ ମଧ୍ୟ୍ୟରେ ଭାବର ଆଦାନପ୍ରଦାନ ବିନିଯୋଗ କରାଯାଇଥିଲା ଶେଷରେ ଏକ ଭୋଜି ର ଆୟେଜନ କରାଯାଇଥିଲା l ଏହି ଉତ୍ସବ କୁ କମଳକାନ୍ତ ବେହେରା, ଚିତ ରଞ୍ଜନ କର, ପ୍ରଦୀପ ଦାସ, ଶ୍ରୀକାନ୍ତ ସାହୁ, ଅଭିମନ୍ୟୁ ଦାସ, ରଶ୍ମିତା ମହାନ୍ତି, ପୁଷ୍ପମୟୀ ସିଂ, ଡମ୍ବରୁ ମଲ୍ଲିକ, ସନ୍ତୋଷ ସାହୁ ପ୍ରମୁଖ ଛାତ ଓ ଛାତ୍ରୀ ପରିଚାଳନା କରିଥିଲେ l