Hot Posts

6/recent/ticker-posts

ଅସହାୟ ଲୋକ ଙ୍କୁ କମ୍ବଳ ବଣ୍ଟନ

ବରୀ, ୩୧/୧୨ ( ରଂଜିତ ମହାନ୍ତି ) : ପ୍ରବଳ ଶୀତ ର ଲହରି ଜାରି ରହିଥିବା ରୁ ଅସହାୟ ଲୋକମାନେ ଶୀତପୋଷାକ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି l କିଛି ଅସହାୟ ଲୋକମଧ୍ୟ୍ୟ ଶୀତ ରକ୍ଷା ପାଇବା ସମସ୍ତ ଙ୍କ ପାଖରେ ଶୀତର ବସ୍ତ୍ର କି କମ୍ବଳ ନାହିଁ l ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ଧମୁଣ୍ଡା ଗ୍ରାମ ର ସମାଜସେବୀ ବିଶ୍ୱନାଥ ତ୍ରିପାଠୀ ଆଜି ଭଅଁରା, ରାଇପୁର ସହିତ ବିଭିନ୍ନ ସ୍ଥାନରେ କିଛି ଅସହାୟ ଓ ଦିବ୍ୟାଙ୍ଗ ଲୋକଙ୍କୁ କମ୍ବଳ ପ୍ରଦାନ କରିଥିଲେ l ଯାହାକୁ ନେଇ ସେମାନେ ଖୁସି ପ୍ରକଟ କରିଥିଲେ। କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା ଓ ପ୍ରଶାନ୍ତ କୁମାର ଜେନା ସହଯୋଗ କରିଥିଲେ l