Hot Posts

6/recent/ticker-posts

୧୬ତମ ବିଶ୍ୱଶାନ୍ତି ଚଣ୍ଡୀଯଜ୍ଞର ପୂର୍ଣ୍ଣାହୁତି

ବରୀ, ୨୩/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ବାର୍ଲିବିଲ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବଜ୍ରମହାକାଳୀଙ୍କର ୧୬ ତମ ବିଶ୍ୱଶାନ୍ତି ଚଣ୍ଡୀଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି। ଯଜ୍ଞର ପ୍ରଥମ ଦିନରେ କରାଯାଇଥିବାବେଳେ ଦ୍ବିତୀୟ ତୃତୀୟ ଦିନରେ ସୂର୍ଯ୍ୟପୂଜା, ଧେନୁ ଅଙ୍କୁରାରୋପଣ ପୂଜା ହୋଇଥିବାବେଳେ ସୋମବାର ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ଯଜ୍ଞ ଅବସରରେ ଅନୁଷ୍ଠାନ ଷ୍ଠାନ ପକ୍ଷରୁ ଯାତ୍ରା ଶ୍ରୀକ୍ଷେତ୍ର ତ୍ର ଗଣନାଟ୍ୟ ଟ୍ୟ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଧର୍ମୀୟ ପୀଠଟି ଗ୍ରାମଦେବତୀ ଭାବେ ବିବେଚନା କରାଯାଉଥିବାରୁ ପୂର୍ଣ୍ଣା ପୂର୍ଣ୍ଣାହୁତି ସମୟରେ ବହୁ ଶହ ଶ୍ରଦ୍ଧା ଭିଡ ଜମାଇଥିଲେ। ଗୁରୁଚରଣ ପଢ଼ିହାରୀ, ଗୋଲେଖ ବାରିକ, ମହେଶ୍ଵର ପଢ଼ିହାରୀ, ଚକ୍ରଧର ପଢ଼ିହାରୀ, ନବଘନ ପରିଡ଼ା, ଅକ୍ଷୟ ପଢିହାରୀ, ଦିଲୀ ଦିଲୀପ ନାମ ନାୟକ, ନୃସିଂହ ପଢିହାରୀ, ରଞ୍ଜନ ରାଉତ, ପ୍ରଫୁଲ୍ଲ ପଢ଼ିହାରୀ ପ୍ର ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।