ସମ୍ପର୍କ ଯୋଡ଼େ ମହୋତ୍ସବ
ବରୀ, ୧୫/୧୨ ( ରଂଜିତ ମହାନ୍ତି ) : କଳା ସାହିତ୍ଯ ସଂସ୍କୃତି ପରିଷଦ ବରୀ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ଦିନର ବରୀ ଲୋକ ମହୋତ୍ସବ ଡକ୍ଟର ରାଜ କି କିଶୋର ପଣ୍ଡା ଙ୍କ ସଭାପତିତ୍ବରେ ବାଲିଆପାଳ ସ୍ଥିତ ବିଧାନଚନ୍ଦ୍ର ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଆୟୋଜିତ ଗଣମାଧ୍ଯମ ସମାବେଶରେ ବରୀ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବନ୍ଧିତ କରାଯାଇଥିଲା । ପରେ କବିତା ପା ଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସେହିପରି ସଂଧ୍ଯା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡକଫର ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ବରୀର ଇତିହାସ ବିଷୟରେ ବିସ୍ତୃତ ଆଲୋଚନା କରିଥିବା ବେଳେ ନାର ସମ୍ମାନିତ ଅତିଥ୍ ଭାବେ ଗୀତିକାର ଦିଲ୍ଲୀପ ଜେନା ଯୋଗ ଦେଇ କଳା ସାହିତ୍ୟ ସଂସ୍କୃତି ଆମର ପରି ରିଚୟ ବୋଲି କହିଥିଲେ । ମଞ୍ଚ ପକ୍ଷରୁ ସାମ୍ବାଦିକ ପ୍ରଭ ପ୍ରଭାତ କୁମାର ମହାନ୍ତିଙ୍କୁ ବରୀ ପ୍ରତିଭା ସମ୍ମାନରେ ସମ୍ମାନି କରାଯାଇଥିଲା ଶୀତୁଆ ରାତିରେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଦୋଳି ସହିତ ସାଂସ ନେଉଛନ୍ତି ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା