Hot Posts

6/recent/ticker-posts

ଚର୍ଚ୍ଚା ରେ ଆମ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର।

ବରୀ, ୨୨/୧୨ ( ରଂଜିତ ମହାନ୍ତି ) : ସବୁବେଳେ ଚର୍ଚ୍ଚା ରେ ଆମ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର। ପାଳିରେ ଡାକ୍ତର ଙ୍କ ଡିୟୁଟି କରିଛନ୍ତି ତ ଅଧିକାରୀଙ୍କ ଦେଖା ମିଳୁନି! ପୁଣି ରାତିରେ ନର୍ସ ଙ୍କ ଅନୁପସ୍ଥିତି ରେ ଆଟେଡ଼ାଣ୍ଟ ଦେଉଛନ୍ତି ସାଲାଇଁନ୍ ଆଉ ଇଞ୍ଜେକ୍ସନ। ଆଜି ପୁଣି ଭଙ୍ଗା ଚକା ବିହୀନ ହୂଇଲ ଚେୟାର ଚେୟାର ରେ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି ରୋଗୀ। ଏପରି ଚାଲିଛି ଆମ ସ୍ବାସ୍ଥ୍ୟ ସେବା।