Hot Posts

6/recent/ticker-posts

ସ୍ବେଚ୍ଛାସେବୀ ଅନୁଷ୍ଠାନ ଜେସ୍ ଫାଉଣ୍ଡେସନ କେନ୍ଦ୍ରାପଡ଼ା ପାଇଲା "ସେବା ରତ୍ନ ସମ୍ମାନ"

କର୍ଲାମୁଣ୍ଡା, ୦୭/୧୨ (ସୁଶାନ୍ତ ରଣା) : କେନ୍ଦ୍ରାପଡା ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଜେସ୍ ଫାଉଣ୍ଡେସନ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ବୃକ୍ଷ ରୋପଣ, ଚକ୍ଷୁ ଚିକିତ୍ସା ଓ ରକ୍ତ ଦାନ ଶିବିର ଆୟୋଜନ କରି ବେଶ୍ ପ୍ରଶଂସନୀୟ ହୋଇପାରିଛି। କଟକ ଜିଲ୍ଲା ଛତିଆ ଠାରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଜେସ୍ ଫାଉଣ୍ଡେସନ କୁ ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ ରେ ସମ୍ମାନିତ କରିଥିବାରୁ ଏହି ଅନୁଷ୍ଠାନ ର ସଦସ୍ୟ ପ୍ରିୟବ୍ରତ ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ