Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲା ରେ ଦଳ ପକ୍ଷ ରୁ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଇଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ରାୟଗଡ଼ା, ୨୪/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ା ଜିଲ୍ଲା ରେ ଦଳ ପକ୍ଷ ରୁ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଇଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରା ଜାଇ ଥିଲା। ଆଜି ଦିନ 12 ଘଟିକା ସମୟ ରେ ଜିଲ୍ଲା ବି ଯେ ପି ଦଳ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି ଦଳୀୟ ନେତା ଓ କର୍ମୀ ପ୍ରଥମେ ବସଷ୍ଟାଣ୍ଡ ନିକଟ ଡକ୍ଟର ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। କିଛି ସମୟ ପରେ ଇନ୍ଦ୍ରନଗର ରେ ଥିବା ମୁକ୍ତା ଉଦ୍ୟାନ ରେ ନୂତନ ଭାବେ ସ୍ଥାପନ କରା ଜାଇ ଥିବା ମନ୍ତ୍ରୀ ରାମଚନ୍ଦ୍ର ଇଲାକା ଙ୍କ ପ୍ରତି ମୂର୍ତ୍ତି ରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବି ଯେ ପି ନେତା ଶିବ ଶଙ୍କର ଉଳକା ପିତା ସ୍ବର୍ଗତ ରାମଚନ୍ଦ୍ର ଉଳକ। ଙ୍କ ପୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ସଭାପତି ଗୋପୀ ଆନନ୍ଦ, କଲି ରାମ ମାଝୀ, ବସନ୍ତ ଇଲାକା, କାଣ୍ଡ। ବାବୁ, ପଦ୍ମନାଭ ଦାସ, ଉକ୍ତ କାର୍ଯୟକ୍ରମରେ ରେ ବିଜୁ ସ୍ୱାଭିମାନ ମଞ୍ଚର ପ୍ରତିଷ୍ଠାତା ଶ୍ରୀ ଏନ୍ ଭାସ୍କର ରାଓ ମଧ୍ଯ ଯୋଗଦାନ କରି ଏକ ଭାଇଚାରାର ପରିଚୟ ସୃଷ୍ଟି କରିଥିଲେ।