Hot Posts

6/recent/ticker-posts

ଜି.ଶ୍ରୀନିବାସ ପଟ୍ଟନାୟକଙ୍କୁ A F I ର ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ।

କୋରାପୁଟ, ୨୨/୧୧ ( ଏ.ଭେଙ୍କଟ ରାଓ ) : ଜି.ଶ୍ରୀନିବାସ ପଟ୍ଟନାୟକ କୋରାପୁଟ ଜିଲ୍ଲାର ତଥା ଜୟପୁରର ପିଲା ଓଡ଼ିଶା ଏଥଲେଟିକ ଆଶ୍ସୋସିଏସନ ର ସଭାପତି ରହିଥିଲେ ଏବଂ ତାପରେ ସେ ଏଥଲେଟିକ ଫେଡ଼ରାଟେସନ ଅଫ ଇଣ୍ଡିଆ ର ଉପସଭାପତି ରହିଥିଲେ ବର୍ତ୍ତମାନ ଶ୍ରୀ ପଟ୍ଟନାୟକ A F I ର ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି (ଅଫିସ ସିଟିଙ୍ଗ ସେକ୍ରେଟାରୀ) ଭାବେ ନିଯୁକ୍ତି ପାଇଛନ୍ତି।। ଏଥିପାଇଁ ସବଡ଼ିଭିସନ ଆଶ୍ସୋସିଏସନ ର ସେକ୍ରେଟାରୀ ରବି ନାୟକ, ଅନୁଦ ପାତ୍ର, ଵାଲା ରାୟ,ଭବାନୀ ପଣ୍ଡା, ବାବୁଲା ରାଉତ, ସଞ୍ଜୟନ ଜୈନ ଙ୍କୁ ଅନ୍ତରିକ ଶୁଭେଚ୍ଛା ଜଣେଇଛନ୍ତି।।

ଏ.ଭେଙ୍କଟ ରାଓ.. ରିପଟର ନବଦୂତ ନ୍ମ୍ଯଜ (ଜୟପୁର,)