କଳାହାଣ୍ଡି, ୧୮/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) :ଭବାନୀପାଟଣା ସହର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପଛପଟେ ଥିବା ଅଶୋକ ସ୍ପୋର୍ଟ ଦୋକାନରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ସମ୍ପୁର୍ଣ୍ଣ ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନଷ୍ଟ ହୋଇଛି।
କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
