Hot Posts

6/recent/ticker-posts

ସେବା ମହାନ୍ କାର୍ଯ୍ୟ, ପଦ୍ମ ପୋଖରୀ ରେ ସଫେଇ ଅଭିଯାନ

କଳାହାଣ୍ଡି, ୦୪/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ମୋହନଗିରି ଧବଳେଶ୍ୱର ଶିବ ମନ୍ଦିର ରେ ଥିବା ପଦ୍ମ ପୋଖରୀର ଦଳ ସଫା କରାଯାଇଥିଲା ଯାହାକି ବହୁତ ଦିନରୁ ପୋଖରୀ ର ମନୋରମ ତଥା ଶୋଭାବର୍ଦ୍ଧନରେ ବ୍ୟାଘାତ ସୃଷ୍ଟି କରୁ ଥିଲା,ଏଣୁ ଏହାକୁ ମୂଳତ୍ପାଟନ କରିବା ପାଇଁ ଶ୍ରୀ ମନୋଜ କୁମାର ନାୟକ ଫାଣ୍ଡି ଅଧିକାରୀ ମୋହନଗିରି ଓ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ମନ୍ଦିର ସଭାପତି ଶ୍ରୀ ବୈଦ୍ୟ ନାରାୟଣ ଭୋଇ, ଉପସଭାପତି ଶ୍ରୀ ମଧୁ ସୁଦନ ବିଶ୍ୱାଳ, ଶ୍ରୀ ଶମ୍ଭୁ ପଧାନ,ଭୋଜରାଜ ଭୋଇ,କୁବେର ପଧାନ,ଆଦିତ୍ୟ ସାହୁ ଓ ବବଲୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ ! ଏପରି ମହାନ କାର୍ଯ୍ୟ ତଥା ସାଧୁ ଉଦ୍ୟମ ପାଇଁ ଚିର କୃତଜ୍ଞତା 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ