ଶେଷ ହେବ ସେତୁ ନିର୍ମାଣ, ହଜିଯିବ ଡଙ୍ଗା ଅପେକ୍ଷା ର ଖୁସି
ଆଉ ଏ ବର୍ଷ କି ୨ ବର୍ଷ ପରେ ତନ୍ତୀଘାଇ ନଦୀ ର ଚଟୁମାରି, ଭଅଁରା, ଏରଡା ନିକଟରେ ସେତୁ ର କାର୍ଯ୍ୟସରିଯିବ ଲୋକମାନେ ଯାତାୟତ ସୁରୁଖୁରୁରେ କରିବେ l ହେଲେ ଆଉ ଡ଼ଙ୍ଗା କୁ ଅପେକ୍ଷା କରିବାକୁ ପଡିବନି l ସେହି ନଦୀକୂଳ ରେ ଡ଼ଙ୍ଗା କୁ ଅପେକ୍ଷା ସମୟରେ ବିଭିନ୍ନ ଅଞ୍ଚଳ ର ବହୁ ଲୋକଙ୍କ ସହିତ ଦେଖା ଓ ସାକ୍ଷତ ହୁଏ ଭଲ ବିଭିନ୍ନ କଥା ଆଲୋଚନା ହୁଏ l ଅପେକ୍ଷା ଭିତରେ ବି ଖୁସି ଥାଏ l ସେତୁ ସରିବା ପରେ କାହା ସହିତ ଦେଖା ସାକ୍ଷତ ହେବନି ନିଜ କାର୍ଯ୍ୟ ରେ ସବୁ ବ୍ୟସ୍ତ ରହିବେ
ରଂଜିତ ମହାନ୍ତି