Hot Posts
6/recent/ticker-posts
Home
ଜିଲ୍ଲା
_ବରଗଡ଼
_ସମ୍ବଲପୁର
_ବଲାଙ୍ଗୀର
_ନୂଆପଡ଼ା
_କଳାହାଣ୍ଡି
_ସୁନ୍ଦରଗଡ଼
_ସୁବର୍ଣ୍ଣପୁର
_ଝାରସୁଗୁଡ଼ା
_ଦେବଗଡ଼
_ରାୟଗଡ଼ା
_ଗଞ୍ଜାମ
_ଭଦ୍ରକ
_ବୌଦ୍ଧ
_କଟକ
_ଢେଙ୍କାନାଳ
_ଗଜପତି
_ଜଗତସିଂପୁର
_ଯାଜପୁର
_କନ୍ଧମାଳ
_ଅନୁଗୁଲ
_କେନ୍ଦୁଝର
_କେନ୍ଦ୍ରାପଡ଼ା
_କୋରାପୁଟ
_ଖୋର୍ଦ୍ଧା
_ନବରଙ୍ଗପୁର
_ନୟାଗଡ଼
_ପୁରୀ
_ବାଲେଶ୍ୱର
_ମୟୂରଭଞ୍ଜ
_ମାଲକାନଗିରି
ଜାତୀୟ
ଅନ୍ତର୍ଜାତୀୟ
ରାଜ୍ୟ
ମେଟ୍ରୋ
ରାଶିଫଳ ଓ ଜ୍ୟୋତିଷ
ଖେଳ
ଶିକ୍ଷା ଓ ନିଯୁକ୍ତି
ଅପରାଧ
ରାଜନୀତି
ମନୋରଞ୍ଜନ
ବାଣିଜ୍ୟ
ଜୀବନଚର୍ଯ୍ୟା
ସମ୍ପାଦକୀୟ
Home
About
Contact
Home
ନବରଙ୍ଗପୁର
ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଜନଜାତିୟ ଗୌରବ ଦିବସ ପାଳିତ
ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଜନଜାତିୟ ଗୌରବ ଦିବସ ପାଳିତ
ଉମରକୋଟ, ୧୬/୧୧
( ନକୁଳ ଭତ୍ରା )
: ନବରଙ୍ଗପୁର ଜିଲ୍ଲା ଭାଜପା ଦଳୀୟ କାର୍ଯ୍ଯାଳୟ ଠାରେ 150 ତମ ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଜନଜାତିୟ ଗୌରବ ଦିବସ ପାଳନ କରାଯାଇଅଛି, ଏଥିରେ ମୁଖ୍ଯ ଅତିଥି ରୁପେ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ମାନ୍ଯବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ମାନିତ ଅତିଥି ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ତରା, ରାଜ୍ଯ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାମ ନାୟକ,ପ୍ରିତିସ୍ନିଗ୍ଧା ମହାପାତ୍ର ସମସ୍ତ ଅତିଥି ମଞ୍ଚସ୍ତରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ ମଞ୍ଚ ପରିଚାଳନା କରିଥିଲେ ।ଏଠାରେ ଉଲ୍ଲେଖ ଥାଉଯେ ରାଷ୍ଟ୍ର ଆଜି ଜନଜାତିୟ ସ୍ବତନ୍ତ୍ରତା ସେନାନି ଏବଂ ଆଦିବାସୀ ନେତା ଭଗବାନ ବିର୍ଶାମୁଣ୍ଡା ଙ୍କ ଜୟନ୍ତୀକୁ ଜନଜାତିୟ ଗୌରବ ଦିବସ ରୁପେ ପାଳନ କରୁଅଛି ।କେନ୍ଦ୍ର ସରକାର ଜନଜାତିଙ୍କ ଇତିହାସକୁ ଜୀବିତ ରଖିବା ପାଇଁ 15 ନଭେମ୍ବର ଦିନକୁ ଜନଜାତିୟ ଗୌରବ ଦିବସ ରୁପେ ପାଳନ କରୁଅଛି ।ଜନଜାତିୟ ସମାଜକୁ ମୁଖ୍ୟ ଧାରାରେ ଆଣିବା ଏହା ମୋଦି ସରକାରଙ୍କ ଏକ ପ୍ରୟାସ ସରକାର ଧରତୀ ଆବା ଜନଜାତିୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ଯୋଜନା ଦେଶରେ 63 ହଜାର ଆଦିବାସୀ ଗ୍ରାମରେ ବିକାଶର ଧାରାକୁ ତ୍ବରାନ୍ବିତ କରୁଛନ୍ତି ବିର୍ଶା ମୁଣ୍ଡା ଜଣେ ଆଦିବାସୀ ବନବାସୀ ପରିବାର ହୋଇ ମଧ୍ୟ ଇଂରେଜ ସରକାରଙ୍କ ନିଦ ହଜେଇ ଦେଇଥିଲେ, ଜନଜାତି ହେଲେ ଏହି ଭୂଖଣ୍ଡର ମୂଳ ଅଧିବାସୀ ସେମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରଥମ ସେବକ ବୋଲି ବିଧାୟକ ସିଦ୍ଧାନ୍ତ ମହାପାତ୍ର ନିଜ ଅଭିଭାଷଣରେ କହିଥିଲେ ସମସ୍ତ ନେତୃ ମଣ୍ଡଳୀ ସରକାରଙ୍କ ଦ୍ବାରା ସେମାନଙ୍କ ଉପଲବ୍ଧି ଏବଂ ତାଙ୍କ ପ୍ରତି ସମ୍ମାନ ବିଷୟରେ ସମସ୍ତେ ନିଜ ନିଜ ର ବକ୍ତବ୍ୟ ଦେଇ ଥିଲେ । ସମସ୍ତ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ନେତୃ ମଣ୍ଡଳୀ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା
।
ନବରଙ୍ଗପୁର
Most Popular
ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
8:34 PM
ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ OSSTAର କଡ଼ା ଆଭିମୁଖ୍ୟ; ଅଗଷ୍ଟ ୧୬ରୁ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ
11:00 AM
କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ
7:47 PM
ବଡମ୍ବାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
9:01 PM
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଝୁଲୁଛି ତାଲା;ଅବହେଳାରେ ନଷ୍ଟ ହେବାକୁ ବସିଛି ସରକାରୀ ସମ୍ପତ୍ତି।
9:57 AM
ରାୟଗଡ଼ା ପୋଲିସର ବଡ଼ ସଫଳତା: ପ୍ରକୃତ ମାଲିକଙ୍କୁ ଫେରିଲା ୧୦୪ ଚୋରି ଓ ହଜିଯାଇଥିବା ମୋବାଇଲ୍
12:59 PM
ଦୁର୍ଗମ କପରଗଡ ଓ ସମାଟପଦରରେ ହୋମିଓପାଥି ଚିକିତ୍ସା ଶିବିର, ୪ କିମି ପାଦରେ ଯାଇ ସେବା ଯୋଗାଇଲେ ଡାକ୍ତରୀ ଟିମ
7:02 PM
ବିଦ୍ୟାଳୟ ଛାତ୍ରଙ୍କ ଅକାଳ ମୃତ୍ୟୁ
8:03 PM
ଜୟପାଟଣା ବ୍ଲକ କାର୍ଯ୍ୟାଳୟରେ ଅବ୍ୟବସ୍ଥାର ଚିତ୍ର, ପରିମଳ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
8:19 PM
ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ
11:16 PM
Nabaduta News
ଅନୁଗୁଳ
ଅନ୍ତର୍ଜାତୀୟ
ଅପରାଧ
କଟକ
କନ୍ଧମାଳ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
କୋରାପୁଟ
ଖେଳ
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଜାତୀୟ
ଝାରସୁଗୁଡା
ଢେଙ୍କାନାଳ
ଦେବଗଡ଼
ନବରଙ୍ଗପୁର
ନୟାଗଡ଼
ନୂଆପଡା
ପାଣିପାଗ
ପୁରୀ
ବରଗଡ଼
ବଲାଙ୍ଗୀର
ବାଣିଜ୍ୟ
ବାଲେଶ୍ୱର
ବୌଦ୍ଧ
ଭଦ୍ରକ
ଭୁବନେଶ୍ୱର
ମୟୁରଭଞ୍ଜ
ମାଲକାନଗିରି
ମେଟ୍ରୋ
ଯାଜପୁର
ରାଜଧାନୀ
ରାଜନୀତି
ରାଜ୍ୟ
ରାୟଗଡା
ଶିକ୍ଷା ଓ ନିଯୁକ୍ତି
ସମ୍ବଲପୁର
ସାହିତ୍ୟ
ସୁନ୍ଦରଗଡ଼
ସୁବର୍ଣ୍ଣପୁର
Ad Home
Responsive Ads Here
Ethereum Price
Monday
Tuesday
Wednesday
$402.89
$384.06
$396.34
Contact form