ରାୟଗଡାପୂର୍ବ ତନ U G M I T ର H O D ଙ୍କ ବିରଧରେ ରେ ଛାତ୍ରୀଙ୍କୁ ଅସଦା ଚରଣ ଅଭିଯୋଗ
ରାୟଗଡା, ୩୧/୧୦ ( ଭି. ଗୌରୀଶଙ୍କର ରାଓ ) : ରାୟଗଡା ଜିଲ୍ଲାର ଉତ୍କଳଗୌରବ ବୈଶିବ ଅନୁଷ୍ଠାନ ରେ ଦେଖିବାକୁ ମିଳିଛି ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପୂର୍ବତନ H O D ପ୍ରଦୀପ କୁମାର ତ୍ରିପାଠୀ ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ନେଇ ଛାତ୍ରୀ ଜଣକୁ ନିୟାୟ ଦେବାପାଇଁ ଫାଟକ ଆଗରେ ଧାରଣରେ ବସିଲେ ଛାତ୍ର ଛାତ୍ରୀ ଗତ ଦୁଇଦିନ ତଳେ h o d ମୋହଦୟ ସଭିଲ ଇଂଜିନିୟର ରେ ଡିପ୍ଲୋମା କରୁଥିବା ପ୍ରଥମ ବର୍ଷ ର ଛାତ୍ରୀ ଜଣକୁ ଅସଦାଚରଣ କରିଥିବା ନିଜ ରୁମ ମେଟ କୁ ଜଣାଇ ଵା ସହ ଅନୁଷ୍ଠାନ ର ପରିଚାଳନା କମିଟି ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ଅନୁଷ୍ଠାନର ସ୍ନମାନ ହାନି ହେଉଥିବା ଯୋଗୁଁ ଘଟଣାଟିକୁ ଚପାଇ ଦେବା ପାଇଁ ଉଦ୍ୟମ ଜାରି ରଖି ଥିବା ବେଳେ ଛାତ୍ରୀ କୁ ଜର ଜବର ଦସ୍ତ ଫେରାଇ ନେବାକୁ ବାଧ୍ୟ୍ୟ କରାଯାଇ ଲିଖିତ ଅଭିଯୋଗ ତ୍କୁ ଚିରି ଦିଆ ଯାଇଥିଲା ବୋଲି ଛାତ୍ରୀ ପ୍ରକାଶ କରିଥିଲେ ତେଣୁ ଆଜି ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଅନୁଷ୍ଠାନ ର ଗେଟ ଆଗରେ ଧାରଣା ରେ ବାସି ପୂର୍ଵ ତନ hod ପ୍ରଦୀପ କୁମାର ତ୍ରିପାଠୀ ଙ୍କୁ ତୁରନ୍ତ ବହିଷ୍କାର କରି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର ଛାତ୍ରୀ ଅଡ଼ି ବସିଥିଲେ ଘଟଣା ସ୍ଥଳରେ ରାୟଗଡା ପୋଲିସ ପହଞ୍ଜି ବୁଝା ସୁଝା କରୁଥିବା ବେଳେ ଛାତ୍ର ଛାତ୍ରୀ ନିଜ ଜିଦରେ ଅଟଳ ଥିଲେ ତେଣୁ ପୋଲିସ ଅନୁଷ୍ଠାନ ଭିତର କୁ ଯାଇ ପୀଡିତା ପାଖରେ ବସି f i r ଦେବାପାଇଁ ଅନୁରୋଧ କରିଥିଲେ ତେବେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ କିପରି ନ୍ୟାୟ ପ୍ରଦାନ କରୁଛି