Hot Posts

6/recent/ticker-posts

ମା ବସ୍ତରିଆଣି ତ୍ରି ଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଝରିଗାଁ, ୧୫ / ୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଧୀନ ତେନ୍ତୁଳିଗାଁ ମା ବସ୍ତରିଆଣି ତ୍ରି ଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଗତ ୧୩/୧୦/୦୨୫ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୪ ଗୋଟି ଦଳକୁ ନେଇ ଖେଳ ଆୟୋଜନ କରାଯାଇଥିବା ବେଳେ ତିନି ଗୋଟି ଦଳ ସେମିଫାଇନାଲରେ ପହଞ୍ଚିଥିଲେ। ତିନିଗୋଟି ଦଳ ଯଥା କମାବନ୍ଧ , ଗୋବରି, ସାନଭିମାଗୁଡା, କୁ ଲଟେରି କରାଯାଇଥିଲା । ଏଥିରେ ସାନଭିମାଗୁଡା ଡାଇରେକ୍ଟ ଫାଇନାଲରେ ପହଞ୍ଚିଥିଲା। କମାବନ୍ଦ ଏବଂ ଗୋବରି ମଧ୍ୟରେ ଖେଳ ଖେଲାଯାଇ।କମାବନ୍ଧକୁ ପରାସ୍ତ କରି ଗୋବରି ଦଳ ଫାଇନାଲରେ ପହଞ୍ଚି ସାନଭିମାଗୁଡା ସହିତ ଗୋବରି ଖେଳି ପରାଜୟ ହୋଇଥିଲେ। ସାନଭିମାଗୁଡା ବିଜୟୀ ହୋଇ ପ୍ରଥମ ପୁରଷ୍କାର ପାଇଁ ସ୍ଥାନ ପାଇଥିଲା । ଆଜିର ଫାଇନାଲ ମ୍ୟାଚ ଦିନରେ ମୂଖ୍ୟ ଅଥିତି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇ ପ୍ରଥମ ପୁରସ୍କାର ଟ୍ରୋଫି ସହ (7501) ଟଙ୍କା ପ୍ରଧାନ କରିଥିଲେ', ଦ୍ୱିତୀୟ ପୁରସ୍କାର, ଟ୍ରୋପି,,ମଣ୍ଡଳ ସଭାପତି ଭୂଜବଳ ଗୌଡ( କେସ),(6501) ଗୋବିନ୍ଦ ଭତରା,ଅର୍ଜୁନ ଭତରା,ତୃତୀୟ ପୁରସ୍କାର ଟ୍ରୋଫି ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଉତରା, (କେସ) (୪୦୦୧) ଖଗୁ ,ଚୈତନ,ବେଷ୍ଟ ସ୍କର୍ର କୁବଲ୍ ପୂଜାରୀ,ବେଷ୍ଟ ଗୋଲ କିପର ଲାୟବାନ ଭତରାଙ୍କ ପ୍ରମୂଖ ଉପସ୍ଥିତ ରହି ଖେଳାଲି ଓ ଖେଳପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶହ ଶହ ଖେଳପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।