Hot Posts

6/recent/ticker-posts

ତମ୍ବାଖୁ ମୁକ୍ତ ଅଭିଯାନ

ଭବାନୀପାଟଣା, ୨୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳ ଙ୍କ ସଭାଗୃହରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରବନ ଙ୍କ ସଭାପତିତ୍ୱ ରେ ଯୁବ ସମାଜ ପାଇଁ ତମ୍ବାଖୁ ମୁକ୍ତ ଅଭିଯାନ ୧୦ ଅକ୍ଟୋବର ରୁ ୯ଡିସେମ୍ବର ୨୦୨୫ପ୍ରଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି, ସ୍ୱାସ୍ଥ୍ୟ ଉପରେ ତମାଖୁ ର କୁ ପ୍ରଭାବ ସମସ୍ତ ବିଶ୍ୱ ରେ ଚିନ୍ତା ର କାରଣ ହୋଇଅଛି ତମାକୁ ସେବନ ଦ୍ଵାରା ସାର ବିଶ୍ୱ ରେ ପ୍ରତି ବର୍ଷ ୮୦ଲକ୍ଷ୍ୟ ରୁ ଅଧିକ ବ୍ୟକ୍ତି ମୃତୁ ବରଣ କରିଥାନ୍ତି ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ଅଧିକ ଗୁରୁତ୍ୱ ର ହେବାର ଅସଙ୍କା ଥାଏ ଅଣ ସଂକ୍ରାମିକ ରୋଗ ଜନିତ ମୃତ୍ୟୁ ପୃଥିବୀର ବାର୍ଷିକ ସମସ୍ତ ମୃତ୍ୟୁ ର ପ୍ରାୟ ୬୩% ବୋଲି ଆକଳନ କରାଯାଉଅଛି ତମାଖୁ ସେବନ ଏହିସବୁ ଅଣସଂକ୍ରମକ ରୋଗର ପ୍ରମୁଖ କାରଣ ତମାକୁ ସେବନ ଦ୍ୱାରା ଭାରତ ବର୍ଷ ରେ ପ୍ରତି ବର୍ଷ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ,ମଧୁମେହ, ମସ୍ତିକ ଘାତ, ଆଦି ରୋଗରେ ପୀଡିତ ହୋଇ ୨୮ଲକ୍ଷ୍ୟ ରୁ ଉର୍ଦ୍ଧ ବ୍ୟକ୍ତି ମୃତୁ ମୁଖରେ ପଡ଼ିଥାନ୍ତି ଏହି ତମାକୁ ନିଶା ନିବାରଣ ଅଭିଯାନ ରେ ସି ଡି ଏ ମୋ, ନିହାରେନ୍ଦ୍ର ପଣ୍ଡା, ଅବକାରୀ ଭିଭାଗ ସୁପାରିଟେଣ୍ଟ ରଞ୍ଜନ ନାଏକ ଉପସ୍ଥିତ ରହିଥିବା ବେଳେ ଆଗାମୀ ଦିନରେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ତମାଖୁ ସଚେତନତା ର ବାର୍ତ୍ତା ଦେବା ସହ ଯୁବ ପିଢ଼ି ଓ ଛାତ୍ର ଛାତ୍ରୀ କୁ ସଚେତନ ର ବାର୍ତ୍ତା ଦେଇଥିଲେ 


କଳାହାଣ୍ଡି ଜିଲ୍ଲା ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ