ତୁର୍ଲା ଗ୍ରାମ ରେ ଦୁର୍ଗାପୂଜା ସମାପନ
ଝାରବନ୍ଧ, ୦୮ / ୧୦ ( ଗୌରୀଶଙ୍କର ପଞ୍ଚଭାୟା ) : ଅନ୍ୟ ଜାଗାରେ ଦୂର୍ଗା ପୂଜା ଦସମି ଦିନ ସେଷ ହେଲାପରେ ଏହି ଗ୍ରାମରେ ଏକାଦଶୀ ଦିନ ଆରମ୍ଭ ହୋଇଥାଏ ପୂଜା ଅର୍ଚ୍ଚନା ସେଥିପାଇଁ ଶ୍ରଦ୍ଧାଳୁ ମାନେ ପ୍ରଚୁର ଭାବେ ଦେଖିବାକୁ ଆସିଥାନ୍ତି, ହିନ୍ଦୁ ଧର୍ମ ର ପରମ୍ପରା ଅନୁସାରେ ଅତି ଶାନ୍ତି ଶୃଙ୍ଖଳାରେ ତୁର୍ଲା ଗ୍ରାମ ର ଏବର୍ଷର ଦୁର୍ଗା ପୂଜା ସମାପନ ହେଲା, ଏହି ଦୂର୍ଗା ପୂଜା କୁ ସଫଲ ରୁପ ଦେବାକୁ ଚେଷ୍ଟା କରିଥିବା ଗାଁ କମିଟି ର ସଦସ୍ୟ ମାନେ ହେଲେ ଅଶୋକ କୁମାର ସିଂ ବରିହା,ସତ୍ୟ ଲାଲ ମାଝୀ ,ରାଜପ୍ରସାଦ ନାଏକ, ସୁବାସ ଚନ୍ଦ୍ର ସାହୁ, ଜୟଦେବ ସାହୁ, ଦୟାରାମ ମାଝୀ, ଚୁଡ଼ାମଣି ସାହୁ , କୃଷ୍ଣ ନାଏକ, ବଦମ ଜଗତ, ସଦିରାମ ତାଣ୍ତି,ବିହାରୀ କଲେତ,ସତ୍ୟ ତାଣ୍ଡି,ତୁଲାରାମ ବେରିଆ,ଚନ୍ଦ ମିଠ କୁମ୍ଭାର, ତରଣିସେନ ସାହୁ , ହୁତାଶନ ଜଗତ ଏବଂ ଗ୍ରାମର ୱାର୍ଡ ମେମ୍ବର ବୃନ୍ଦ,ମଧୁ ନାଏକ,ଦେବେନ ମାଝୀ, ବିଦ୍ୟାଧର ସାହୁ, ଲୋକନାଥ ପଟେଲ , ସେଷରେ ସମସ୍ତ ସହଯୋଗୀ ବୃନ୍ଦ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପୂଜା କର୍ତ୍ତା ଶ୍ରୀଯୁକ୍ତ....?