Hot Posts

6/recent/ticker-posts

ପୌର ଉପାଧକ୍ଷ ବିରୋଧ ରେ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା, ୧୦ / ୧୦ ( ଭି. ଗୌରି ଶଙ୍କର ରାଓ ) : ଗତକାଲି ଗୁରୁବାର ରାୟଗଡା ପୌର ପରିଷଦ ର ଉପାଧକ୍ଷ ଶୁଭ୍ରା ପଣ୍ଡା ବିରୋଧ ରେ ଅନାସ୍ଥା ପ୍ରସ୍ଥାବ ପାଇଁ ଭୋଟ ଦେବା କୁ 21 ଜଣ କାଉନସିଲର ଉପସ୍ତିତ ହେଇ ଥିବାର ଜଣା ପଡିଛି l ଭୋଟିଙ୍ଗ ଦିନ 11ଟା ରେ ଆରମ୍ବ ହେଇ ଥିଲା l ଭୋଟିଙ୍ଗ ପକ୍ରିୟା ଶାନ୍ତି ଶୃଙ୍ଖଳା ରେ ପରି ଚାଳନା ପାଇଁ 2ପ୍ଲାଟୁନ ପୋଲିସ ମୁତୟନ କରା ଯାଇ ଥିଲା l ବୁଧ ବାର ଦିନ ବିଜୁ ଜନତା ଦଳ ର ସଭାପତି ନବୀନ ପଟନାୟକ ଓଡିଶା ପୌର ନିୟମ 2018ର 46ଖ ଦ୍ୱାରା ଦିୟା ଯାଇ ଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲର ମାନଙ୍କୁ ପତ୍ର ଦ୍ୱାରା ଅନାସ୍ଥା ବିରୋଧ ରେ ଭୋଟ ପାଇଁ ହୁଇପ ଜାରି କରି ଥିଲେ l ପୂର୍ବ ରୁ ଅନାସ୍ଥା ପ୍ରସ୍ତାବ ପାଇଁ 19 ଜଣ କାଉନସିଲର ଙ୍କୁ କାରଣ ଦର୍ଶାୟ ନୋଟିସ ଜାରି କରା ଯାଇ ଥିଲା l ସୁଛ ନା ଯୋଗ୍ୟ ଉପାଧକ୍ଷ ଶୁଭ୍ରା ପଣ୍ଡା ବିଜେଡି କାଉନସିଲାର ଙ୍କୁ କୌଣସି କାମ ରେ ସହ ଯୋଗ କରୁ ନ ଥିଲେ l ବିଜେଡି ର 19ଜଣ କାଉନସିଲର ଗତ ସେପ୍ଟଆମ୍ବର ମାସ 12 ତାରିଖ ରେ ଜିଲ୍ଲାପାଳ ଙ୍କ ନିକଟ ରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଥିଲେ l