Hot Posts

6/recent/ticker-posts

ଫେଲ ମାରିଲା ବ୍ରେକ, ପଥର ରେ ପିଟିହେଲା କୋଇଲା ବୋଝେଇ ଟ୍ରକ

ରାୟଗଡ଼ା, ୦୬ / ୧୦ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ମଝିଘରିଆଣି ମନ୍ଦିର ବ୍ରିଜ ବୁଲାଣି ନିକଟରେ ଗୋଟିଏ କୋଇଲା ବୋଝେଇ ଟ୍ରକ ବ୍ରେକ ଫେଲ୍ ହୋଇ ପଥର କୁ ପିଟି ହୋଇଯାଇଅଛି। ଟ୍ରକ୍ ଟି ଆନ୍ଧ୍ର ପଟରୁ ଆସୁଥିଲା। ଛତିସଗଡ଼ ର ଟ୍ରକ୍ ବୋଲି କହୁଛନ୍ତି ଉପସ୍ଥିତ ଟ୍ରକ୍ ଚାଳକ ମାନେ। ବିଳମ୍ବିତ ରାତ୍ରରେ ଘଟିଛି ଦୁର୍ଘଟଣା ଆହତ ଟ୍ରକ୍ ଚାଳକ ମେଡିକାଲ ରେ ଚିକତ୍ସିତ ହେଉଥିବା ସୁଚନା ମିଳିଛି। ଟ୍ରକ କ୍ଷତି ହେବା ସହ କୌଣଷି ପ୍ରକାର ରାସ୍ତା ଚଲା ପଥିକ କାହାର କିଛି କ୍ଷତି ହେନନଥିବା ଡ୍ରାଇଭର ଚିକିତ୍ସାଧିନ ଅବସ୍ଥା ରେ ଅଛନ୍ତି ଏହିଭଳି ଧୂର୍ଘଟଣା ବାରମ୍ବାର ହେଉଥିଲେ ସୂଦ୍ଧା ଜିଳ୍ଳା ପ୍ରଶସନ ଦୃଷ୍ଟି ପଡୁନି ଏଣୁ ଜନସାଧାରଣ ବାରମ୍ବାର ସ୍କ୍ରିଡ଼ବ୍ରେକର କିମ୍ବା ସିଗନାଲ ଖୁଣ୍ଟ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି