ବରି ନିର୍ବାଚନ ମଣ୍ଡଳୀର ବରୀ ମାଉଣ୍ଟ ଠାରେ ନୂତନ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ହେଲା
ବରୀ, ୩୧/୧୦ ( ରଂଜିତ ମହାନ୍ତି ) : ଏହି ଉଦଘାଟନ ସମାରୋହରେ ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାଗୁଣି ଜେନା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ଯାଜପୁର ଜିଲ୍ଲାର ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଆରତି ଦେଓ , ବରିଷ୍ଠ କଂଗ୍ରେସ ନେତା ନୀର ସାମଲ , ବରିଷ୍ଠ କଂଗ୍ରେସ ନେତା ଦେବ ପ୍ରଧାନ , ବରିଷ୍ଠ କଂଗ୍ରେସ ନେତା କୃଷ ସାମଲ , ବରିଷ୍ଠ କଂଗ୍ରେସ ନେତା ଉପେନ୍ଦ୍ର ସାମଲ , ବରିଷ୍ଠ କଂଗ୍ରେସ ନେତା ସନତ ଜେନା , କୃଷକ ନେତା ଟୁଟୁ ଜେନା, ବରିଷ୍ଠ କଂଗ୍ରେସ ନେତା ଶରତ ଜେନା ଙ୍କ ସମେତ ବରୀର ଅନେକ ଆଗଧାଡିର କାର୍ଯ୍ୟକର୍ତ୍ତା , ଯୁବ ଓ ଛାତ୍ର ମାନେ ଉପସ୍ଥିତ ଥିଲେ l
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ