ରାସ୍ତା ପାର୍ଶ୍ୱରେ ଥିବା ଲାଇଟ ଖୁଣ୍ଟ ରେ ଲାଗିଲା ନିଆଁ
କୋରାପୁଟ, ୧୩ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ସ୍ଥିତ କନକଦୁର୍ଗା ମନ୍ଦିର ସାହି ଠାରେ ଆଜି ସକାଳ ୭ ଟାରେ ରାସ୍ତା ପାର୍ଶ୍ୱରେ ଥିବା ଲାଇଟ ଖମ୍ବ ଠାରେ କୌଣଷି ମତେ ସଟସାର୍କକିଟ ହେବାରୁ ନିଆଲାଗି ଯାଇଥିଲା । ଫଳରେ ସାହି ଭିତରୁ ଆସୁଥିବା ସ୍କୁଲ୍ ଅଟ, ବାଇକ, ଲୋକମାନେ ଅଳ୍ପସମୟ ହଇରାଣ ହେଇଥିଲେ, ଯେଉଁ ପଲରେ ନିଆ ଲାଗି ଜଳଯାଇଥିଲା ସେହି ପାଖ ରେ କୌଣଷି ଘରଦ୍ୱାର ନଥିଲା। ଏଣୁ ଏଥିରେ କାହାର କ୍ଷତି ହେଇନଥିବା ଜଣାପଡିଛି। ସ୍ଥାନିୟ ଲୋକେ ଓ ଆମ ସାମ୍ବାଦିକ ଜରିୟାରେ ଇଲେଟ୍ରିକ୍ କାର୍ଯ୍ୟାଳୟ ଙ୍କୁ ଫନ କରିବାରୁ ତୁରନ୍ତ ଲାଇନ ମେନ ମାନେ ଆସି ଲୋକଙ୍କ ସହାୟତାରେ ବାଲି ପକାଇ ଓ ପାଣି ପକାଇ ନିଆଁ କୁ ଆୟତ୍ତ କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ