କୋରାପୁଟରେ ଚାଲିଲା ବୁଲଡୋଜର — ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳର ଜବରଦଖଲ ଉଚ୍ଛେଦ
କୋରାପୁଟ, ୧୩ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ପୌର ପରିସଦ ପକ୍ଷରୁ ଜବରଦଖଲ କାରି ଓ କେତେକ ପୌରପରିସଦ ଦକାନ ଗୃହର ବକେୟା ଥିବା ଦକାନ ଗୃହକୁ ଶିଲ କରିବା ସହ ଜବରଦଖଲ କାରିକୁ ବୁଲଡଜର ଦ୍ୱାରା ପଲିସ ଙ୍କ ସହାୟତା ରେ ଭଙ୍ଗାଯାଇଛି ।ବସଷ୍ଟାଣ୍ଡ,କେତେକ ଷ୍ଟଲ କୁ ସିଲ କରିଥିବା ବେଳେ, ଡ଼ି ଆର ଡିଏ ସମ୍ମୁଖରେ ଥିବା ହଟେଲ, କୁ ଉଛେଦ କରିଥିବା ବେଳେ, ସହର,ଦୌନିକ ବଜାର ମାଛ ମାର୍କେଟ ପାଖରେ ଥିବା ଜବରଦଖଲ କରି ଦକାନ ଗୁଡ଼ିକୁ ପ୍ରଶାସନ ଦ୍ଭାଙ୍ଗି ଚୁରମାର କରିଛନ୍ତି । ପୌର ପ୍ରଶାସନ ରାଜ୍ୱଶ୍ୱ ଖର୍ଚ୍ଚରୁ ବାରମ୍ଵାର ଭାଙ୍ଗୁଥିଲ ସୁଦ୍ଦା କିଛିଦିନପରେ ଆଉଥରେ ଦକାନି ମାନେ ସ୍ଥାନ ଅକ୍ତିୟାର କରି,ପୁଣି ତିଆରି କରି ରାସ୍ତା ଆବୋରଦ୍ଧ କରି । ଥାନ୍ତି ଫଳରେ ଟ୍ରାଫିକ ଜାମ, ଦୁର୍ଘଟଣା ଭଳିଆ ସମସ୍ୟା ଉପୁଜୁଛି କହିବାକୁ ଗଲେ ଗୋଟିଏ ପ୍ରକାର ପୌରପ୍ରଶାସନ,ଓ, ଦକାନି ଙ୍କ ମଧ୍ଯ ରେ ଲୁଚ଼କାଳି ଖେଳ ଚାଲୁଛି, ପ୍ରଶାସନ ଏହି ପଦକ୍ଷେପକୁ କେତକ ପ୍ରଶସାଂ କଲା ବେଳେ କେତେକ ଲୋକେ କହିବା ଅନୁସାରେ ।ଏହା ଏକ ପ୍ରହସନ ମାତ୍ର । ପ୍ରଶାସନ ପ୍ରତିଦିନ ଏମାନକୁ ତାଗିଦ କରିଥାନ୍ତା କିମ୍ବା ଫାଇନ ପଳାଇ ଥିଲେ ଏପରି ହେଇନଥାନ୍ତା ବୋଲି ମତୋପ୍ରକାସ କରିଥିଲେ । ଏହି ଉଛେଦ ରେ ପୌରପରିଷଦର ଅଧିକାରି ସହ ପୁଲିଷ ପ୍ରଶାସନ ମାନେ ଉପସ୍ଥିତ ଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ