Hot Posts

6/recent/ticker-posts

କନସିଂହା ଚଣ୍ଡୀପାଲି ଠାରେ ଚଣ୍ଡୀମନ୍ଦିର ରେ ବରୁଆଁ ଦେବୀ ଶୋଭାଯାତ୍ରା

ବରଗଡ଼, ୦୨/୧୦ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କନସିଂହା ଓ ଚଣ୍ଡୀପାଲି ଠାରେ ଦଶହରା ଦଶମୀ ଦିନ ମାଁ ଚଣ୍ଡୀ ଙ୍କ ବରୁଆଁ ବେଶରେ କନସିଂହା ଓ ଚଣ୍ଡୀପାଲି, ଗୌଡ଼ପାଲି ଗ୍ରାମ ରେ ବରୁଆଁ ମାଁ ଭ୍ରମଣ କରି ମାଁ ଚଣ୍ଡୀ ମନ୍ଦିର କୁ ପ୍ରସ୍ଥାନ କରିଛନ୍ତି l ଏହି ଦେବୀ ମାଁ ସାକ୍ଷାତ ଉଭା ହୋଇଛନ୍ତି ବୋଲି ଏହି ଅଞ୍ଚଳ ର ଲୋକେ କହୁଛନ୍ତି l ତେଣୁ ଉକ୍ତ ମନ୍ଦିର ଅଧା ହୋଇଥିବା ରୁ ଏହି ଚଣ୍ଡୀ ପାଲି ଓ କନସିଂହା ଗ୍ରାମର ମନ୍ଦିର କୁ ପ୍ରଶାସନ ଏହି ଚଣ୍ଡୀ ମନ୍ଦିର ର କିଛି କାରୁକାର୍ଯ୍ୟ କଲେ ଭକ୍ତ ମାନଙ୍କ ପାଇଁ ହେବ ବୋଲି ଆଶା ଓ ବିଶ୍ୱାସ କରିଛନ୍ତି l 


ବରଗଡ ଜିଲ୍ଲା ପଦ୍ମପୁର ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ