Hot Posts

6/recent/ticker-posts

ରାୟଗଡ଼ାରେ Friends Walkers Club ପକ୍ଷରୁ ଗୁରୁଦିବସ ପାଳନ ଓ ଶିକ୍ଷକ ଙ୍କୁ ସମ୍ମାନ

ରାୟଗଡ଼ା, ୦୫ / ୦୯ ( ଭି. ଗୌରି ଶଙ୍କର ରାଓ ) : ଆଜି Friends Walkers Club ରାୟଗଡ଼ା ଆନୁକୁଲ୍ୟରେ ଗୁରୁଦିବସ ଉପଲକ୍ଷେ .ଗୁରୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟ ରେ ସ୍ଥାନୀୟ ହୋଟେଲ ଲଟସ ପାରାଡାଇଜ୍‌ ରେ ପୂରାତନ ଛାତ୍ର ମାନେ ଓ କ୍ଳବର ସମସ୍ତେ କର୍ମକର୍ତ୍ତା,ସଭ୍ୟ ମାନେ ଓ ବରିଷ୍ଟ ଅବସର ପ୍ରାପ୍ତ ଶ୍ରୀକ୍ଷକ ଶ୍ରୀ ଯୁକ୍ତ ସମେଶ୍ୱର ରାଓ ଙ୍କୁ ପ୍ରଣାମ କରିଥିଲେ ଓ ଗୁରୁଦକ୍ଷିଣା ରୁପରେ ସମ୍ମାନ୍ବିତ କରିଥିଲେ । ଶିକ୍ଷକ ସମେଶ୍ୱର ରାଓ ନିଶ୍ୱାର୍ଥ ସେବା ଓ ଅନେକ ଛାତ୍ର ଙ୍କ ର ଉଜ୍ଵଳ ଭବିଷ୍ଯତ ଗଢିବାରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିଲେ ,ତାହା କେବେ ହେଲେ ଭୂଲି ହେବନି,ତାଙ୍କ ଶାନ୍ତ ସ୍ଵଭାବ, ପୋରଉପକାରୀ ମନୋଭାବ ଆଜି ବି ଅନ୍ୟମାନଙ୍କୁ ପ୍ରେରଣା ଜଗାଉଛି . ବୋଲି କ୍ଲବ ର ସଦ୍ଭାପତି ଶ୍ରୀ M ନାଟରାଜ କହିଥିଲେ । ପରି ଶେଷରେ .. କ୍ଲବର ସଂପାଦକ ଶ୍ରୀ ଇପିଲି ଚ଼ନ୍ଦ୍ରଶେଖର ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଦିବସ କାର୍ଯ୍ୟକ୍ରମରେ କ୍ଲବ ର .ସଦସ୍ୟ ବୃନ୍ଦ ଶ୍ରୀ B ରାମପ୍ରସାଦ. ଶ୍ରୀ ଲାଡ଼ି ରାଜା. ଶ୍ରୀ ଇପିଲି ରାଜୁ ଶ୍ରୀ ସାତିସ, ଶ୍ରୀ K.V ..ପ୍ରମୂଖ ଉପସ୍ଥିତ ରହିଥିଲେ ।