Hot Posts

6/recent/ticker-posts

ପୂର୍ବପରି ସ୍ଥାୟୀ ଦରମା ପାଇଁ ମିଶନ ଶକ୍ତି କର୍ମୀ ସଂଘ CSS ମହିଳା ମାନେ ଗାଇସିଲେଟ ବ୍ଲକ ସମ୍ମୁଖ ରେ ଧାରଣା

ଗାଇସିଲେଟ, ୨୬ / ୦୯ ( ଭାଗିରଥି ଭୋଇ ) : ଦିନ କୁ ଦିନ ବିତିଗଲା ହେଲେ ୬ମାସର ଦରମା ମିଳିଲାନାହିଁ ବୋଲି ୨୨/୧୦/୨୦୨୫ରୁ ଆନ୍ଦୋଳନ ରେ ଧାରଣା ଦେଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସମ୍ମୁଖ ରେ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର ମହିଳା ମାଁ ମାନେ ଗାଇସିଲେଟ ବ୍ଲକ ସମ୍ମୁଖ ରେ ଧାରଣା ଦେଇଛନ୍ତି l କିନ୍ତୁ ଆଗରୁ ଯେମିତି ଦରମା ଠିକ ସମୟ ରେ ମିଳୁଥିଲା ସେମିତି ମିଳୁନାହିଁ ବୋଲି ଦାବୀ କରୁଛନ୍ତି l କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସରକାର ଏହି ବିଭାଗ ର ମହିଲା ମାନଙ୍କ କଥା ନଶୁଣିବ ସେତେଦିନ ପର୍ଯ୍ୟନ୍ତ ଏହି ଗାଇସିଲେଟ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି 


 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ