Hot Posts

6/recent/ticker-posts

କୋରାପୁଟ ରେ ଗୃହରକ୍ଷୀ ଚୟନ ପରୀକ୍ଷା

କୋରାପୁଟ, ୨୧ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି 21,9,25 ତାରିଖ କୋରାପୁଟ ଜିଲ୍ଲାରେ ଗୃହରକ୍ଷୀ ଚୟନ ଅନୁଷ୍ଟିତ ହେଉଅଛି। ଗୃହ ବିଦ୍ଭାଗ ରେ କୋରା ଜିଲ୍ଲାରେ ୧୨୫ ଟି ପଦବି ଖାଲି ଥିବା ବେଳେ ସମଗ୍ର ଜିଲ୍ଳାର ୭୦୪୨ ଆବେଦନ ପତ୍ର ଦେଇଛନ୍ତି । ଆଜି ସମାଜରେ ବେକାରି ସମସ୍ୟା ବୃଦ୍ଧି ପାଉଛି , କାରଣ ପୁଅ ଝିଅ ଉର୍ଚ୍ଚ ଶିକ୍ଷିତ ହେଇ କାମ ନ ପାଇ ଘରେ ବସିଥିବା ବେଳେ ଆଜି ୭୦୪୨ ଆବେଦନ କରିଥିଲେ ସୁଦ୍ଧା ଦେଖାଯାଉ କାହାର ଚାକିରି ହେଉଛି. । କିଏ ବାଦ ପଡ଼ୁଛନ୍ତି ..