ବିଜେଡିର ଦୁର୍ଗା ମିଶ୍ରଙ୍କୁ ସ୍ୱାଗତ।
ଜୟପୁର, ୦୬/୦୯ ( ଏ. ଭେଙ୍କଟ ରାଓ ) : ବିଜୁ ଜନତା ଦଳ କୋରାପୁଟ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରୂପେ ବିଜେଡି ରାଜ୍ୟ ସଭାପତି ଚୟନ କରିଛନ୍ତି ଦୁର୍ଗା ମିଶ୍ରଙ୍କୁ। ଆଜି ଦୁର୍ଗା ମିଶ୍ରଙ୍କୁ ଜୟପୁର ଉଡ଼ାଜାହଜ ପଡିଆ ବାହାରେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭବ୍ୟୋ ସ୍ଵାଗତ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେଡି ଉପ ସଭାପତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସହ ଏକ ଶହରୁ ଉର୍ଦ୍ଧ ନେତ୍ରୁ ମଣ୍ଡଳି ଏଵଂ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରୀଯୁକ୍ତ ଦୂର୍ଗା ମିଶ୍ର କୋରାପୁଟ ଜିଲ୍ଳା ବିଜେଡ଼ି କାର୍ଯ୍ୟକାରୀ ସଦ୍ଭାପତି ମନନୟନ ହେଇଥିବାରୁ ଜୟପୁର ବିଜେଡ଼ି କର୍ମି ମହଲରେ ଆନନ୍ଦ ଲହରି ଖେଳିଯାଇଥିଲା .ଶ୍ରୀ ମିଶ୍ର ସୁଚାରୁ ଭାବରେ..କାଯ୍ୟ ସଂପ୍କାଦନା କରିବେ ଦଳ କିପରି ଆଗାମି ଦିନରେ ମଜୁବୁତ ହେବ ସେହି ଉପରେ . ଗୁରୁତ୍ଵ ଦେବେ ବୋଲି ..ଆଶାରଖିଛି ..ଜୟପୁର ବିଜେଡି..