Hot Posts

6/recent/ticker-posts

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ା ଶାଖା ବାର୍ଷିକ ସମ୍ଭିଳନି ତଥା ସାଧାରଣ ନିର୍ବାଚନ ୨୦୨୫ ଅନୁଷ୍ଠିତ

ରାୟଗଡ଼ା, ୦୬ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସହର ସ୍ଥିତ ବିଜୁ ପଟ୍ଟନାୟକଙ୍କ ଅଡିଟୋରିମରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ରାୟଗଡ଼ା ଶାଖା ପ୍ରତ୍ୟେକ ବର୍ଷ ବାର୍ଷିକ ସମ୍ଭିଳନି ଅନୁଷ୍ଠିତ ହୋଇଥାଏ। ମାତ୍ର ଓଡ଼ିଶାରେ ପ୍ରଥମ ଥର ରାଜସ୍ୱ କ୍ଷେତ୍ର ଅଧିକାରୀ ସାଧାରଣ ନିର୍ବାଚନ ୨୦୨୫ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଷ୍ଟେଟ ପ୍ରେସିଡେଣ୍ଟ .ଶୁଚନ୍ଦ୍ର ମହାନ୍ତି ,ଷ୍ଟେଟ ଭାଇସ ପ୍ରେସିଡେଣ୍ଟ. ଏନ.ପ୍ରଭାକର , ଷ୍ଟେରିଂ କମିଟି ଚେୟାରମେନ.ଦୁର୍ଯ୍ୟଧନ ନାୟକ.ପ୍ରେସିଡେଣ୍ଟ ଗଜପତି.ନିରଞ୍ଜନ ସ୍ୱାଇଁ ,ସେକ୍ରେଟାରୀ. ଅରୁଣ ବିଶ୍ଵାଳ , ପ୍ରେସିଡେଣ୍ଟ ରାୟଗଡ଼ା. ଆଶ୍ୱିନ ପଣ୍ଡା , ସେକ୍ରେଟାରୀ ରାୟଗଡ଼ା. ଅରୁଣ କୁମାର ଦାସ ,ଆଡଭାଇସର ରାୟଗଡ଼ା.(ଇଲେକ୍ସନ ଓବଜେରଭର) ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର ରାୟଗଡ଼ା. ସୁଧୀର କୁମାର ପ୍ରଧାନ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁତ୍ ସଂଖ୍ୟାରେ ସଂଘ କର୍ମକର୍ତ୍ତା ମାନେ ଭାଗ ନେଇଥିଲେ। ସାଧାରଣ ନିର୍ବାଚନ ରେ ନବ ନିର୍ବାଚିତ ସଦସ୍ୟ ମାନେ ହେଲେ ପ୍ରେସିଡେଣ୍ଟ .ମନୋଜ କୁମାର ଶବର ଭାଇସ ପ୍ରେସିଡେଣ୍ଟ ୧.ଧବନୀ ରଞ୍ଜନ ଶବର ( ଗୁଣୁପୁର ଜୋନ) ୨.କୃଷ୍ଣ ଶବର (ରାୟଗଡ଼ା ଜୋନ) ସେକ୍ରେଟାରୀ .ବାଳକୃଷ୍ଣ ବେହେରା , ଜୋଇଣ୍ଟ ସେକ୍ରେଟାରୀ .ମିନାକ୍ଷୀ ପାଣିଗ୍ରାହୀ , ଓର୍ଗନାଇଜିଂ ସେକ୍ରେଟାରୀ .ଦେବଦତ୍ତ ପଣ୍ଡା କେସିୟର୍. ସୁଧୀର କୁମାର ସେଟି ଅଡିଟର . ଆନନ୍ଦ ବୋମାଙ୍ଗ ଅଫିସ ସେକ୍ରେଟାରୀ .କେ ମଣିକାଣ୍ଟା, ଆଡଭାଇଜର ୧. ଶିବାନନ୍ଦ ଦାଶ ୨.ବାପୁନ୍ ବେହେରା ୩.ବାଳକୃଷ୍ଣ ରଥ ୪. ଅଶୋକ ଦାସ ୫. ନମିତାଉ ଗୋମାଙ୍ଗୋ ୬. ଦେବିପ୍ରସାଦ ମଲିକ ୭. ପ୍ରଦୀପ କୁମାର ପାଣିଗ୍ରାହୀ ଏହି ନବ ନିର୍ବାଚିତ ସଦସ୍ୟ ମାନେ ଆଗାମୀ ଦିନରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘକୁ ଓଡ଼ିଶାର ଏକ ଅଗ୍ରଣୀ ସଂଘ ରୂପେ ଗଢି ତୋଳିବେ ଓ ଆଗାମୀ ଦିନରେ ରାୟଗଡ଼ାର ଉନ୍ନତି ମୂଳକ କାର୍ଯ୍ୟ ସଂଘ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।