Hot Posts

6/recent/ticker-posts

ଝାରବନ୍ଧ ରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ତିନି ଦିନିଆ ଲୁଡୋ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଝାରବନ୍ଧ, ୦୧ / ୦୯ ( ଗୈାରୀଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ବ୍ଲକ ପଡ଼ା ରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ତିନି ଦିନିଆ ଲୁଡୋ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କରାଯାଇଥିଲା ଝାରବନ୍ଧ ମନ ପାନ ଭଣ୍ଡାର ପାଖେ ଏହାର କର୍ତ୍ତା ଥିଲେ କୁଳମଣି ବାଗ, ସନ୍ତୋଷ ବେହେରା, ମନ ପଟେଲ, ସାଗର ବାଗ,ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇ ଥିବା ଯେଉଁସବୁ ପ୍ରତିଯୋଗୀ ମାନେ ହେଲେମନ ପଟେଲ,ଶୁରେସ ଲୁହାର, ଦେବାନନ୍ଦ ବରିହା, କୁଳମଣି ବାଗ,ପଦୁ ବେହେରା, ବିଶ୍ଵାଲ ଆଗ୍ୟା,ପିଙ୍କୁ ବାରିକ୍,ବଲିଆ ମହାପାତ୍ର,ଯଗୁ ମହାପାତ୍ର, ରବୀନ୍ଦ୍ର ପଟେଲ,ଉଷତ୍ ବାଗ,ଟିଙ୍କୁ ବେହେରା,ସୁଶା ବେହେରା, ରବିଶଙ୍କର ପ୍ରଧାନ,ନିରୋଜ ବାଗ, ସନ୍ତୋଷ ବେହେରା,ସିବରାମ ସାହୁ,ସନାତନ ପାଣ୍ତେ, ଆଶ୍ୱିନୀ ମହାପାତ୍ର, ମନୋଜ୍ ସାହୁ,ଅନ୍ତ ବାଗ,ତଇତରାମ ନାଏକ, ଶେଷଦେବ ସାହୁ, ସାଗର ବାଗ,ଏହା ଭିତରୁ ଖେଲ ଶେଷରେ ଯାହାସବୁ ଫଳଫଲ ଆସିଲା,ପ୍ରଥମ ସ୍ଥାନ ହାସଲ କରିଥିଲେ ସନ୍ତୋଷ ବେହେରା, ବିଶ୍ବାଳ ଆଗ୍ୟା,ଦିତୀୟ ସ୍ଥାନ ହାସଲ କରିଥିଲେ ମନ ପଟେଲ , କୁଳମଣି ବାଗ,ଏମିତି ଭାବରେ ଭାଇ ଭାବ ବଞ୍ଚାଇଥିଲେ ସରଗୁଲ ଓ ଝାରବନ୍ଧ ର ପ୍ରତିଯୋଗୀ ବୃନ୍ଦ ମାନେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ସାହୁ ବିଜେତା ଓ ଉପ ବିଜେତା ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ,ଶେଷରେ ଦେବାନନ୍ଦ ବରିହା ସମସ୍ତ ପ୍ରତିଯୋଗୀ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସେଷ କରିଥିଲେ ।

ଝାରବନ୍ଧ ବ୍ଲକ ରୁ ଗୈାରୀଶଙ୍କର ପଞ୍ଚଭାୟାଙ୍କ  ରିପୋର୍ଟ