Hot Posts

6/recent/ticker-posts

ସେବା ପକ୍ଷ ରେ ସ୍ୱଚ୍ଛ ଭାରତ ଅଭିଯାନ

କଳାହାଣ୍ଡି, ୧୮ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମଦିବସ ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ "ସେବା ପକ୍ଷ " ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ ଙ୍କ ନେତୃତ୍ୱରେ ଜିଲ୍ଲା ର ୪୧ ଗୋଟି ମଣ୍ଡଳ ର ସମସ୍ତ ବୁଥ ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଛି ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ନଗର ମଣ୍ଡଳ ର ୱାର୍ଡ ନଂ ୩ ର ଏକ ବୁଥ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଥିଲା ଓ ଜିଲ୍ଲା ସଭାପତି ଙ୍କ ଉପସ୍ଥିତ ରେ ଭବାନୀପାଟଣା ପୌରପାଳିକା ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା ପୂର୍ବତନ ବିଧାୟକ ଅନାମ ନାଏକ ,ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି ,ନିରଞ୍ଜନ ଯୋଶୀ ,ସ୍ୱଚ୍ଛ ଭାରତ ସଂଯୋଜାକ ଲୋକନାଥ ଦୁର୍ଗା,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ହିମାଂଶୁ ବିଶ୍ଵାଳ,ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଜଗବନ୍ଧୁ ସାହୁ ,ସୁଧୀର ମୁଣ୍ଡ ,ରାକେଶ ଶର୍ମା , ହେମନ୍ତ ଯାଦବ, ଟି ସୁଜାତା ଆଚରି,ମହିଳା ମୋର୍ଚ୍ଚା ର ପିଙ୍କି ସାହୁ ,ଅନିତା ବିଶ୍ଵାଳ , ପଦ୍ମା ଶବର , ଟ୍ୱିଙ୍କିଲ ବିଶ୍ଵାଳ ଙ୍କ ସମତେ ଅନ୍ୟ କାର୍ଯ୍ୟକର୍ତ୍ତା ଓ ସ୍ଵେଛା ସେବୀ ଉପସ୍ଥିତ ରହିଥିଲେ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ