ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି
କର୍ଲାମୁଣ୍ଡା, ୦୪/୯ (ସୁଶାନ୍ତ ରଣା): ଗୁରୁ ଦିବସ ଅବସରରେ ଭାରତର ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷାବିତ, ଦାର୍ଶନିକ ତଥା ଭାରତ ରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କଳାହାଣ୍ଡି ଜିଲ୍ଲାର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ I