ମାଁ ମାଣୀକେଶ୍ୱରୀ ଟେଣ୍ଟ, ଲାଇଟ୍, ସାଉଣ୍ଡ,ଇଭେଣ୍ଟ ଓନର୍ସ ୱଲଫେୟର ଏସୋସିଏସନ କଲାହାଣ୍ଡି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ l
କର୍ଲାମୁଣ୍ଡା, ୨୧ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କର୍ଲାମୁଣ୍ଡା ବ୍ଲକ ଟେଣ୍ଟ ହାଉସ ମାଳିକ ସୁରେଶ ସାହୁ ଙ୍କ ସର୍ପାଘାତ ଯୋଗୁ ଗତ ତା ୩୧-୦୭-୨୦୨୫ରିଖ ଦିନ ଦେହାନ୍ତ ହୋଇଥିବା ଶୋକାକୁଳ ପରିବାର କୁ ଟ. ୪୫୦୦୦/- ଙ୍କା ଏସୋସିଏସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରଯାଇଥିଲା। ଏଥିରେ ରାମଦାସ ମେହେର ସଭାପତି, ଅଭିଶେକ ପଟ୍ଟନାୟକ ସଂପାଦକ,ପ୍ରକାଶ ଅଗ୍ରଓ୍ବାଲ,ପ୍ରଦିପ ମହାନନ୍ଦ ଉପ ସଭାପତି,ଜିତେନ୍ଦ୍ର କୁମାର ନେଗୀ ଉପସଭାପତି, ଅନାଦି ପଧାନ ଉପସଭାପତି, ମାନସ ମହାନ୍ତି କୋଷାଧ୍ୟକ୍ଷ, ମଦନ ଜୈନ ଉପ କୋଷାଧ୍ୟକ୍ଷ, ପି ଜଗନ୍ ମୋହନ ରାଓ ସହ ସମ୍ପାଦକ, ନେପାଳ ବିଶ୍ବାଲ ସହ ସମ୍ପାଦକ, ଅଜୟ ରଣା ସଭାପତି କର୍ଲାମୁଣ୍ଡା ବ୍ଲକ, ଵୁଲୁ ମିଶ୍ର କେସିଙ୍ଗା ସଭାପତି, ସନ୍ତୋଷ କୁମାର ସାହୁ ଏମ୍ ରାମପୁର, ସଂଜିବ ଅଗ୍ରଓ୍ୱାଲ ଜୟପାଟଣା ସଭାପତି, ପନ୍ଚାନନ ମେହେର ସଭାପତି ଜୁନାଗଡ଼, ମନୋଜ ମିଶ୍ର ସଭାପତି କଲମପୁର, ପ୍ରଭାତ ଚଣ୍ଡୀ ଉପ ସଭାପତି କୋକସରା, ରାଜେନ୍ଦ୍ର ପଟ୍ଟନାୟକ, ଭଜ ଶଙ୍କର ସାହୁ, ଶିବ ରାମ ସାହୁ, ଦିଲ୍ଲିପ ମହାକୁଡ଼, ଅମିତ ବିଶାଳ, ଦିଲ୍ଲିପ ବେହେରା, ଦିଲ୍ଲିପ ଦାସ, ଯସୋବନ୍ତ ବେମାଲ, କ୍ରୁପାସିନ୍ଧୁ ସତପଥୀ, ଜଦୁନାଥ ନାୟକ, ରାମହରି ପାଣିଗ୍ରାହୀ, ସୁଶିଲ ଠାକୁର, ଗଣେଶ ଚନ୍ଦ୍ର ପଣ୍ଡା, ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇ ଶୋକାକୁଳ ପରିବାର କୁ ସାନ୍ତ୍ବନା ପ୍ରଦାନ କରିଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ