ପଟାଙ୍ଗି ବ୍ଲକର ଗାଙ୍ଗା ମା ମନ୍ଦିର ସାହିରେ ପାଣି ସଂକଟ, ପଡ଼ୁନି ପ୍ରଶାସନ ର ନଜର
ପଟାଙ୍ଗି , ୦୯ / ୦୮ ( ପଦଲାମ ଦୋରା ) : ପଟାଙ୍ଗି ବ୍ଲକର ଗାଙ୍ଗା ମା ମନ୍ଦିର ସାହିରେ ପାଣି ର ଘୋର ସମସ୍ୟା ଦେଖାଯାଉଛି। ପାଣିପାଇପ ଥିଲେ ସୁଧା ପାଣିର ଧାର ଧିମି ଗତିରେ ପଡ଼ୁଛି ଫଳରେ ଗୋଟିଏ ଗରିଆ ପାଣି ଭର୍ତ୍ତି ହେବାପାଇଁ ଅଧଘଣ୍ଟା ସମୟ ଲାଗୁଛି ..ପଟାଙ୍ଗି ବ୍ଲକ ଅଫିସ ପାଖରୁ କିଛି ମାତ୍ର ଦୁରରେ ଥାଇ ମଧ୍ୟ୍ୟ BDOଙ୍କ ଦୃଷ୍ଟି ପଡୁନି ।ଅନେକ ଥର ପାଣି ସମସ୍ୟା ନେଇ ଅବଗତ କଲେ ସୁଧା ..BDO ଧ୍ୟାନ ନଦେବା ଓ ଅଣଦେଖା କରିଛନ୍ତି ..ଖରାଦିନଆସି ପହିଞ୍ଚିଲାଣି ଆଗକୁ ପାଣିର ସମସ୍ଯ ଅଧିକ ଦେଖାଯିବ ଏଣୁ ସାହାବାସିନ୍ଦା BDO ଓ ଜିଲ୍ଳା ପ୍ରସାସନଙ୍କୁ ଏହାର ସମାଧାନ କରିବାକୁ ଗୁହାରି କରିଛନ୍ତି..