ପ୍ରତେକ ୱାର୍ଡ ରେ ବିଶ୍ଵ ସ୍ଥନ୍ୟପାନ ସପ୍ତାହ ପାଳନ
କୋରାପୁଟ, ୦୭ / ୦୮ ( ରଜତ ବାଘଙ୍କ ) : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଚଳିତ ମାସ ୧ ତାରିଖ ଠାରୁ ସାତ ତାରିଖ ପର୍ଯ୍ୟନ୍ତ,ବି ଏସ ସି ନରସିଂହ କଲେଜ ଯାନିଗୁଡ଼ା ପକ୍ଷରୁ ସଚେତନା କାର୍ଯ୍ୟକ୍ରମ ହେଇଛି। ଏକ ତାରିଖ ଠାରୁ ସାତ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ୱାର୍ଡ଼ ରେ ପ୍ରତ୍ୟେକ ଦିନ କିପରି ଶିଶୁକୁ ସ୍ତନ୍ୟ ପିଆବେ ଏବଂ ଛୁଆର ଯତ୍ନ ନେବେ ସେ ବିଷୟରେ ସଚେତନ କରି, ଅଜି ସେଶ ଦିନରେ ମେଡିକାଲ ସମ୍ମୁଖରେ ନରସିଂହ ତାଲିମ ହେଉଥିବା ଛାତ୍ର ଛାତ୍ରୀ ଏକୋତ୍ରିତ ହେଇ ନାଟକ ଓ ନୃତ୍ୟ ମାଧ୍ୟମରେ ମା ମାନଙ୍କୁ ସଚେତନ କରୁଛନ୍ତି। କୋରାପୁଟରୁ ରଜତ ବାଘଙ୍କ ରିପୋର୍ଟ୍ ନବଡତ ନ୍ୟୁଜ