Hot Posts

6/recent/ticker-posts

ବନ୍ଧ ରେ ଗୋଡ ଖସିଯାଇ ମୃତ୍ୟୁ

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
ଫୁଲବାଣୀ :୧୧/୮(ବାଳକୃଷ୍ଣ କହଁର) ଖଜୁରୀପଡା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତ ଗଣ୍ଡାକାଠି ଗ୍ରାମର ମନହର ବେହେରା ଙ୍କ ମୃତ୍ୟୁ ହୋଇଯାଇଛି। ଦିନ ୧୦ ଟା ରେ ଗାଧୋଇଯାଇଥିବା ସମୟ ରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପଡିଯାଇଥିଲେ। ତାଙ୍କ ର ସ୍ତ୍ରୀ ଲଳିତା ବେହେରା ହୋଇଥିବା ବେଳେ ସେ ଚାଷ କାମ କରି ପ୍ରତିପୋଷଣ କରୁଥିଲେ।ତାଙ୍କ ର ପୁଅ ତିନୋଟି ରହିଥିବା ବେଳେ ବହୁ କଷ୍ଟ ରେ ଘର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ସେ କିଭଳି ପରିବାର କୁ ଚଳେଇବେ ସେଥିପାଇଁ ସରକାର ଙ୍କ ସହାୟତା ପାଇଁ ଗୁହାରି କରିଛନ୍ତି। ସଙ୍ଗେ ସଙ୍ଗେ ଫୁଲବାଣୀ ଡାକ୍ତରଖାନା ଅଣା ଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ଶବ ବ୍ୟବଛେଦ କରାଯାଇଥିଲା । ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।